ETV Bharat / state

କଂଗ୍ରେସକୁ ପୁଣି ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରଦୀପ ସାହୁ

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ । ରାଜ୍ୟ ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଅଧିକ ପଢନ୍ତୁ...

author img

By

Published : Nov 14, 2021, 1:29 PM IST

କଂଗ୍ରେସକୁ ପୁଣି  ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରଦୀପ ସାହୁ
କଂଗ୍ରେସକୁ ପୁଣି ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରଦୀପ ସାହୁ

ଖୋର୍ଦ୍ଧା: ପୁଣି କଂଗ୍ରେସ ଦଳକୁ ଝଟକା । କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ । ଏନେଇ ଆଜି ରାଜ୍ୟ ପିସିସି ସଭାପତିଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । ଦଳରେ ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରୁଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ତେବେ ପ୍ରଦୀପ ଆସନ୍ତା 15 ତାରିଖରେ ବିଜୁ ଜନତା ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ତେବେ କିଛିଦିନ ପୂର୍ବରୁ ଦଳର ଜଣେ ଟାଣୁଆ ନେତା ପ୍ରଦୀପ ମାଝି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ଆଜି ପ୍ରଦୀପଙ୍କ ଇସ୍ତଫା କଂଗ୍ରେସ ପାଇଁ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ କ୍ଷତି ପହଞ୍ଚାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.