ETV Bharat / state

‘ପାଟକୁରା ପାଇଁ ପ୍ରସ୍ତୁତି ଶେଷ’

ପାଟକୁରା ନିର୍ବାଚନ ପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 5, 2019, 1:36 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହେବାପରେ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ପାଇଁ ସମସ୍ତ ପକ୍ରିୟା ସରିଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏହା ସହ ପାଟକୁରାକୁ ସେ ଜୁନ ମାସରେ ଗସ୍ତ କରିଥିଲେ ବୋଲି ସୂଚନା ଦେଇଛନ୍ତି ।

ନିର୍ବାଚନମଣ୍ଡଳୀର ସ୍ଥିତି ବିଷୟରେ ସମୀକ୍ଷା କରିବା ପରେ ରିପୋର୍ଟ ନିର୍ବାଚନ କମିଶନଙ୍କୁ ପଠାଯାଇଥିବା କହିଛନ୍ତି ସୁରେନ୍ଦ୍ର କୁମାର । ଆସନ୍ତା 20 ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ଅର୍ଥାତ୍ 4 ତାରିଖରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି । ସେହିପରି 24 ତାରିଖରେ ଭୋଟଗଣତି ହେବ ବୋଲି ମଧ୍ୟ ସୁରେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପାଟକୁରା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶଶେଷ

Body:ନପାଟକୁରା ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ।ଏହା ସହ ପାଟକୁରା ଜୁନ୍ ମାସରେ ଭିଜିଟ୍ କରି ଥିବା ସୂଚନା ଦେଇଛନ୍ତି ।ଏହି ରିପୋର୍ଟ ମଧ୍ୟ ନିର୍ବାଚନ କମିଶନ ଙ୍କୁ ପଠାଯାଇଛି ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।

Conclusion:ପାଟକୁରା ନିର୍ବାଚନ ମଣ୍ଡଳୀ ରେ ମୋଟ୍ ୩୦୯ ଟି ବୁଥ୍ ରହିଛି ।ଗତକାଲି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁହୋଇଛି ।ବର୍ଷା ପାଇଁ ମଧ୍ୟ ସମସ୍ତ ପ୍ରକାର ର ବ୍ୟବସ୍ଥା କରାଯାଇଛି ।୨୦ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଭୋଟ ଗଣତି ୨୪ତାରିଖରେ ହେବ ବୋଲି ସୂଚନା ଦେଇଛନ୍ତି ସିଇଓ ।ଏଥିପାଇଁ ସିସିଟିଭି ଠାରୁ ଆରମ୍ଭ କରି ମଡେଲ ବୁଥ୍ ହୋଇଛି ।ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.