ETV Bharat / state

ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ : ବିଜେଡି - ବିଜେଡିର ବିଜୟ ପରେ କଣ କହିଲା ବିଜେଡି

ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ । ଏବେବି ନବୀନଙ୍କ ଭାବମୂର୍ତ୍ତି ବଳବତ୍ତର ରହିଛି । ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି । ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି । ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ବ ଦେଉଛି । ଗାଁ ଗହଳିରେ ବିଜେଡ଼ିର ପହଞ୍ଚ ରହିଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଅଧିକ ପଢନ୍ତୁ

ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ : ବିଜେଡି

author img

By

Published : Dec 9, 2022, 8:10 PM IST

ଭୁବନେଶ୍ବର: ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ । ଏବେବି ନବୀନଙ୍କ ଭାବମୂର୍ତ୍ତି ବଳବତ୍ତର ରହିଛି । ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି। ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି । ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ବ ଦେଉଛି । ଗାଁ ଗହଳିରେ ବିଜେଡ଼ିର ପହଞ୍ଚ ରହିଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ : ବିଜେଡି

ଦେବୀ କହିଛନ୍ତି ଯେ, ମହିଳାଙ୍କ ସଦାବେଳେ ବିଜେଡି ଗୁରୁତ୍ବ ଦେଇଛି । ବର୍ଷାଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ଷେପକୁ ନିନ୍ଦା କଲେ ଦେବୀ । ମହିଳାଙ୍କ ପ୍ରତି ଏଭଳି ଆକ୍ଷେପକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିବାବେଳେ ଏହା ଗ୍ରହଣୀୟ ନୁହେଁ । ସାମାଜିକ ଚଳନି ଓ ସଂସ୍କୃତିର ପରିପନ୍ଥୀ । ବିଜେଡି ଲୋକଙ୍କ ବିଶ୍ୱାସ ଭାଜନ ହୋଇଥିବା ଦଳ । ପ୍ରଥମ ପସନ୍ଦ ଦଳ । ବିଜେଡି ଅର୍ଥବଳରେ ନିର୍ବାଚନ ଲଢ଼ୁଛି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବୀ ମିଶ୍ର ।

ସେ କହିଛନ୍ତି ଯେ, ଗୁଜୁରାଟରେ କିପରି ଲଢ଼ୁଥିଲା ବିଜେପି । କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କଲେ ଦେବୀ । କଂଗ୍ରେସ ଭୋଟ ବିଜେଡି ଆଡ଼କୁ ଗଲା, ଏହା ଅବାନ୍ତର ଯୁକ୍ତି । ଗୁଜୁରାଟରେ କଂଗ୍ରେସ ଭୋଟ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସାଧାରଣ ଭୋଟ ସ୍ଵିଂଗ ହୋଇଛି । ଅବନ୍ତର ଯୁକ୍ତି କଲେ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାତ୍ସଲ୍ୟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.