ETV Bharat / state

କଣ୍ଟେନର ଧକ୍କାରେ ନାବାଳକର ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Jul 29, 2020, 2:12 PM IST

କଣ୍ଟେନର ଧକ୍କାରେ ନାବାଳକର ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ....

one death road accident in khurda
କଣ୍ଟେନର ଧକ୍କାରେ ନାବାଳକର ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଖୋର୍ଦ୍ଧା : ଖୋର୍ଦ୍ଧାର ଗୋଡିପଡା ପେଟ୍ରୋଲ ପମ୍ପ ନିକଟରେ କଣ୍ଟେନର ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ହେଲେ ପାଇକପୁଟୁ ଗାଁର ପବିତ୍ର ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି କିଛି ସମୟ ଧରି ରାସ୍ତା ଅବରୋଧ କାରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ଏକଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ଠପ୍ ହୋଇଥିଲା।

ଜଙ୍କିଆ ପୋଲିସ ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତା ଅବରୋଧ ହଟିଥିଲା। ମୃତକ ଙ୍କ ପରିବାର କ୍ଷତିପୂରଣ ଦେବା ନେଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.