ଭୁବନେଶ୍ବର: ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଗାଁଠୁ ସହର ଉତ୍ସବ ମୁଖର । ଘରେ ଘରେ ଜମୁଛି ପିଠାପଣାର ଆସର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।
-
Wishing the vibrant Odia community a Happy New Year! pic.twitter.com/IFVWP5hKzM
— Chowkidar Narendra Modi (@narendramodi) April 14, 2019 " class="align-text-top noRightClick twitterSection" data="
">Wishing the vibrant Odia community a Happy New Year! pic.twitter.com/IFVWP5hKzM
— Chowkidar Narendra Modi (@narendramodi) April 14, 2019Wishing the vibrant Odia community a Happy New Year! pic.twitter.com/IFVWP5hKzM
— Chowkidar Narendra Modi (@narendramodi) April 14, 2019
-
ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। #OdiaNewYear #PanaSankranti pic.twitter.com/SW2j92ef7O
— Naveen Patnaik (@Naveen_Odisha) April 14, 2019 " class="align-text-top noRightClick twitterSection" data="
">ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। #OdiaNewYear #PanaSankranti pic.twitter.com/SW2j92ef7O
— Naveen Patnaik (@Naveen_Odisha) April 14, 2019ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। #OdiaNewYear #PanaSankranti pic.twitter.com/SW2j92ef7O
— Naveen Patnaik (@Naveen_Odisha) April 14, 2019
ଏହାସହ ରାଜ୍ୟପାଳ ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ । ଓଡିଆ ନବ ବର୍ଷର ପ୍ରଥମଦିନ ହୋଇଥିବାରୁ ପ୍ରତ୍ୟେକ ଓଡିଆ ଘରେ ତଥା ଦେବାଦେବୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ପିଠାପଣାର ଆୟୋଜନ ହୋଇଥାଏ ।