ETV Bharat / state

ଶରତ ପଟ୍ଟନାୟକଙ୍କୁ ବଦନାମ ପାଇଁ ଏହା କରାଯାଇଛି: ସୁର

author img

By

Published : Nov 18, 2022, 6:34 PM IST

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ଚୋରି ଘଟଣା । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ଚୋରି ନେଇ ଆଜି ବରିଷ୍ଠ ବିଧାୟକ ସୁର ରାଉତରାୟ ଦଳୀୟ ନେତା କର୍ମୀଙ୍କୁ ନିଶାନା କରିଛନ୍ତି । ସୁର କହିଛନ୍ତି କଂଗ୍ରେସ ଭବନ ଆମ ପାଇଁ ମନ୍ଦିର ସଦୃଶ୍ୟ । ଅଧିକ ପଢନ୍ତୁ

ଶରତ ପଟ୍ଟନାୟକଙ୍କୁ ବଦନାମ ପାଇଁ ଏହା କରାଯାଇଛି: ସୁର
ଶରତ ପଟ୍ଟନାୟକଙ୍କୁ ବଦନାମ ପାଇଁ ଏହା କରାଯାଇଛି: ସୁର

ଭୁବନେଶ୍ବର: ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ଚୋରି ଘଟଣା । ଏନେଇ ଆଜି ବରିଷ୍ଠ ବିଧାୟକ ସୁର ରାଉତରାୟ ଦଳୀୟ ନେତା କର୍ମୀଙ୍କୁ ନିଶାନା କରିଛନ୍ତି । ସୁର କହିଛନ୍ତି କଂଗ୍ରେସ ଭବନ ଆମ ପାଇଁ ମନ୍ଦିର ସଦୃଶ୍ୟ ।

ଦଳୀୟ କର୍ମୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ସୁର କହିଛନ୍ତି, କଂଗ୍ରେସ ଭବନ ଉପରକୁ ଆକ୍ରମଣ କରିବା, ବୋମା ଫୋପାଡିବା, ପୋଡା ଜଳା କରିବା, ଚୋରି କରିବା ଏହା 50 ବର୍ଷ ଧରି ଲାଗି ରହିଛି । ଏହା ଆମ ଦଳର ଏକ ଅଙ୍ଗ ।

ଦଳୀୟ ସଂଗଠନକୁ ସଶକ୍ତ କରିବା ପାଇଁ ସଭାପତି ଶରତ ପଟ୍ଟନାୟକ କୋଠର ପରିଶ୍ରମ କରୁଛନ୍ତି । ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ହୋଇଥିବା କହିଛନ୍ତି ସୁର । ଏଭଳି ଘଟଣା ପୂର୍ବରୁ ଅନେକ ଥର ମଧ୍ୟ ହୋଇଛି । ଏହା କଂଗ୍ରେସର ଏକ ଅଙ୍ଗ ହୋଇଯାଇଛି ।

ଚୋରି ଘଟଣାକୁ ନେଇ ଡିସିପିଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ସୁର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.