ETV Bharat / state

ଚନ୍ଦ୍ରାୟନ-2ରେ ବୈଜ୍ଞାନିକମାନଙ୍କ ସଫଳତାକୁ ବିଧାନସଭାରେ ପ୍ରଶଂସା

ଚନ୍ଦ୍ରୟନ-2ର ସଫଳତାରେ ହାତଥିବା ବୈଜ୍ଞାନିକଙ୍କୁ ବିଧାନସଭାର ସଦସ୍ୟ ପ୍ରଶଂସା କରିଛନ୍ତି ।

author img

By

Published : Jul 27, 2019, 6:02 PM IST

Updated : Jul 27, 2019, 7:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ବିଧାନସଭାରେ ଚନ୍ଦ୍ରୟନ-2ର ସଫଳତାରେ ହାତଥିବା ବୈଜ୍ଞାନିକଙ୍କୁ ଗୃହର ସଦସ୍ୟ ପ୍ରଶଂସା କରିଛନ୍ତି । ଗୃହରେ ଛିଡା ହୋଇ ସେମାନେ ବୈଜ୍ଞାନିକଙ୍କ ଅବଦାନକୁ ସମ୍ମାନ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୈଜ୍ଞାନିକଙ୍କ ଅବଦାନ ପାଇଁ ଚନ୍ଦ୍ରଯାନ-2 ର ସଫଳ ଉତ୍‌କ୍ଷେପଣ ହୋଇଥିବାରୁ ଏହା ସେମାନଙ୍କ ପାଇଁ ସମ୍ମାନ ଜଣାଇବାକୁ ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶେଷରେ ବାଚସ୍ପତି ଛିଡା ହୋଇ ସମ୍ମାନ ଜଣାଇବାକୁ ଗୃହକୁ ଅନୁରୋଧ କରିଥିଲେ । ମାତ୍ର ସବୁଠୁ ବଡ କଥା ହେଲା, ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଗୃହରେ ଅନୁପସ୍ଥିତ ରହିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି କିଭଳି ଏହି ନିର୍ଦ୍ଦେଶ ଦେଲେ । ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

TESTING

Conclusion:
Last Updated : Jul 27, 2019, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.