ETV Bharat / state

କୋରୋନା ଭୟ: ସଚେତନ କଲେ ବେଗୁନିଆ ବିଧାୟକ

author img

By

Published : Mar 23, 2020, 10:32 PM IST

ଖୋର୍ଦ୍ଧାବାସୀଙ୍କୁ କୋରୋନା ପାଇଁ ସତର୍କ ରହିବାକୁ ବାର୍ତ୍ତା ଦେଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନିଜର ଏବଂ ପରିବାରର ମଙ୍ଗଳ ପାଇଁ ସରକାରଙ୍କ ନିର୍ଦ୍ଦେଶ ମାନନ୍ତୁ

ଖୋର୍ଦ୍ଧା: ଆମର ଛୋଟିଆ ଭୁଲ ଆମ ନିଜର ତଥା ପରିବାରର ସମସ୍ୟାର କାରଣ ହୋଇପାରେ । ଆମେ ଟିକିଏ ସଚେତନ ହେଲେ ଏହି ସମସ୍ୟାକୁ ଦୁରେଇ ଦେଇ ପରିବା । ସୋମବାର ଖୋର୍ଦ୍ଧାବାସୀଙ୍କୁ ଏଭଳି କିଛି ବାର୍ତ୍ତା ଦେଇଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ।

ସେ ଖୋର୍ଦ୍ଧାର ଜନସାଧାରଣଙ୍କୁ କହିଛନ୍ତି ଯେଭଳି କୋରୋନା ଭୁତାଣୁ କବଳରେ ସାରା ବିଶ୍ବ ରହିଛି ତାର ମୁକାବିଲା କରିବା ପାଇଁ ଆମେ ସମସ୍ତେ ସଚେତନ ହେବା ଏବଂ ରାଜ୍ୟ ସରକାର ନେଉଥିବା ନିଷ୍ପତିକୁ ମାନିବା । ତେବେ ଯାଇ ଆମେ ସୁରକ୍ଷିତ ରହି ପାରିବା । ସେ ଏକ ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ଏହି ବାର୍ତ୍ତା ଦେଇଥିବା ବେଳେ ଲୋକମାନଙ୍କୁ ବାହାରକୁ ନବହାରି ଘରେ ରହିବାକୁ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.