ETV Bharat / state

ଅନ୍ଧାରରେ ଚାଲିଛି କଣ୍ଟାବଡ଼ ପରିବା ହାଟ, ଆଲୋକିକରଣ ପାଇଁ ସାଧାରଣରେ ଦାବି

ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତରେ ଅନ୍ଧାରରେ ଚାଲୁଛି ପୁରାତନ ପରିବାହାଟ । ଆଲୋକି କରଣ ପାଇଁ ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା । ପଢନ୍ତୁ ଅଧିକ....

ଅନ୍ଧାରରେ ଚାଲିଛି କଣ୍ଟାବଡ଼ ପରିବା ହାଟ, ଆଲୋକିକରଣ ପାଇଁ ସାଧାରଣରେ ଦାବି
ଅନ୍ଧାରରେ ଚାଲିଛି କଣ୍ଟାବଡ଼ ପରିବା ହାଟ, ଆଲୋକିକରଣ ପାଇଁ ସାଧାରଣରେ ଦାବି
author img

By

Published : Nov 22, 2020, 2:56 AM IST

ଖୋର୍ଦ୍ଧା : ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତରେ ଅନ୍ଧାରରେ ଚାଲୁଛି ପୁରାତନ ପରିବାହାଟ । ସପ୍ତାହର ଦୁଇଦିନ ମଙ୍ଗଳବାର ଓ ଶନିବାର ଏହି ହାଟ ଚାଲୁଥିବା ବେଳେ ଏହି ହାଟ ଉପରେ ଆଖପାଖ ଅଞ୍ଚଳ ୬ ଟି ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ଵ ଗାଁର ପରିବା ବ୍ୟବସାୟୀ ଏବଂ ଗ୍ରାହକ ମାନେ କଞ୍ଚା ପନିପରିବା କିଣାବିକା କରିଥାଆନ୍ତି ।

କିନ୍ତୁ ଏହି ହାଟରେ ଆଲୋକୀକରଣ ହୋଇନଥିବାରୁ ସନ୍ଧ୍ୟା ସମୟରେ ଅନ୍ଧାରରେ ଚାଲିଛି ।ଫଳରେ ବେପାରୀ ଠାରୁ ଆରମ୍ଭ କରି ଖାଉଟି ମାନେ ମୋବାଇଲ ଚର୍ଚ୍ଚ ଲାଇଟରେ ପରିବା ବିକ୍ରି କରୁଥିବା ବେଳେ ଗ୍ରାହକ ମାନେ ମଧ୍ୟ ଅନ୍ଧାରରେ କିଣୁଛନ୍ତି। ତୁରନ୍ତ ସରକାର ତଥା ପଞ୍ଚାୟତ ପକ୍ଷରୁ ଆଲୋକିକରଣ କରିବାକୁ ସାଧାରଣରେ ଦାବି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.