ETV Bharat / state

ଲତା ମଙ୍ଗେସକରଙ୍କୁ ଶିଳ୍ପୀ ଏଲ୍.ଈଶ୍ବର ରାଓଙ୍କ ଶ୍ରଦ୍ଧାଞ୍ଜଳି, କାଚ ବୋତଲରେ ସୁର ସାମ୍ରାଜ୍ଞୀ

ଭାରତରତ୍ନ ପଦ୍ମଶ୍ରୀ ଲତା ମଙ୍ଗେସକରଙ୍କୁ ସାରା ଦେଶ ଝୁରୁଛି । ସୂକ୍ଷ୍ମ ଶିଳ୍ପୀ ଏଲ୍.ଈଶ୍ବର ରାଓ କାଚ ବୋତଲରେ ଲତାଙ୍କର ସୁନ୍ଦର ପ୍ରତିଛବି କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 12, 2022, 9:49 PM IST

ସୂକ୍ଷ୍ମକଳା ମାଧ୍ୟମରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ L Eswar Rao

ଖୋର୍ଦ୍ଧା : ଭାରତରତ୍ନ ପଦ୍ମଶ୍ରୀ ଲତା ମଙ୍ଗେସକରଙ୍କୁ ସାରା ଦେଶ ଝୁରୁଛି । ତାଙ୍କ ସୁମଧୁର କଣ୍ଠରେ ଗାଇଥିବା ଗୀତକୁ ସବୁ ବର୍ଗର ଲୋକ ଗୁଣୁଗୁଣାଉଛନ୍ତି । ସେହିଭଳି ଲତା ମଙ୍ଗେସକରଙ୍କୁ ସୂକ୍ଷ୍ମ କଳା ମାଧ୍ୟମରେ ତାଙ୍କୁ ମନେ ପକାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ସୂକ୍ଷ୍ମ ଶିଳ୍ପୀ ଏଲ୍ ଈଶ୍ୱର ରାଓ ।

ଏହାବି ପଢନ୍ତୁ : କେରାଣ୍ଡି ପଞ୍ଚାୟତରେ ଜୋରଦାର ପ୍ରଚାର, ଭୋଟରଙ୍କ ମନ ଜିଣୁଛନ୍ତି ପ୍ରାର୍ଥୀ

ଏକ କାଚ ବୋତଲରେ ମାଟି,କାଗଜ,କାଚକୁ ବ୍ୟବହାର କରି ଲତାଙ୍କର ସୁନ୍ଦର ପ୍ରତିଛବି କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି କାମ କରିବାକୁ ଶିଳ୍ପୀଙ୍କୁ 4 ଦିନ ସମୟ ଲାଗିଥିବାବେଳେ ଏହାର ଉଚ୍ଚତା 5ଇଞ୍ଚ ଓ ଚଉଡା 3ଇଞ୍ଚ ରହିଛି । ଏହି କଳାପାଇଁ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.