ETV Bharat / state

ଖଣି ମାଫିଆ ନିତୁ ମାନସିଂହ ଗିରଫ - smugler

ୱାଣ୍ଟେଡ ଖଣି ମାଫିଆ ନିତୁ ମାନସିଂ ଗିରଫ । ବିଭିନ୍ନ ଥାନାରେ ନିତୁ ନାମରେ ଏକାଧିକ ମାମଲା ଥିବା ସୂଚନା । ଖୋର୍ଦ୍ଧାରେ ବେଆଇନ ଖଣି ଖନନ ନେଇ ବୋମାମାଡ ଘଟଣାରେ ତାର ସଂପୃକ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି.ଖୋର୍ଦ୍ଧା
author img

By

Published : Jul 8, 2019, 9:39 AM IST

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ ଖଣି କାରବାର । ଆଉ ଏହାକୁ ନେଇ ଅପରାଧୀ ପୋଲିସ ମଧ୍ୟରେ ଚାଲିଛି ଧରପଗଡ । କେବେ ବୋମାମାଡ଼ ତ ଆଉ କେବେ ଗୁଳିମାଡ଼ ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି ।

ରବିବାର ବିଳମ୍ବିତ ରାତିରେ ନିତୁ ମାନସିଂହକୁ ଖୋର୍ଦ୍ଧା ସଦରଥାନା ପୋଲିସ ଓ ଏସଟିଏଫ ମିଳିତ ଚଢ଼ାଉ କରି ଗିରଫ କରିଛି । ସେ ଖୋର୍ଦ୍ଧା ଅଞ୍ଚଳରେ ହେଉଥିବା ବେଆଇନ ଖଣି ଖନନ ନେଇ ବୋମାମାଡ଼ ଓ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି ।

କେବଳ ଏତିକି ନୁହେଁ, ନିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି । ଅନେକ ଦିନ ହେବେ ତାକୁ ପୋଲିସ ଖୋଜୁଥିଲା । ଏସଟିଏଫ ପାଇଁ ସେ ୱାଣ୍ଟେଡ଼ ଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖଣି ମାଫିଆ ନିତୁ ମାନସିଂହ ପୋଲିସ ଦ୍ୱାରା ଅଟକ

ଖୋର୍ଦ୍ଧା ଅଂଚଳରେ ବେଆଇନ ଖଣି କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଏହାକୁ ନେଇ ଅପରାଧୀ ପୋଲିସ ମଧ୍ୟରେ ବୋମାମାଡ଼ ଓ ଗୁଳିମାଡ଼ ଅନେକ ସମୟରେ ଦେଖିବାକୁ ମିଳୁଛି । Body:ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଅଂଚଳରେ ବେଆଇନ ଖଣି ଖନନକୁ ନେଇ ବୋମାମାଡ଼ ଓ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥିବା ନିତୁ ମାନସିଂହକୁ ଖୋର୍ଦ୍ଧା ସଦରଥାନା ପୋଲିସ ଓ ଏସ୍ଟିଏଫ ମିଳିତ ଚଢ଼ାଉ କରି ଗିରଫ କରିଛି । Conclusion:ନିତୁ ନାଁରେ ଏକାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ସୂଚନା ମିଳିଛି , ସେ ଏସ୍ଟିଏଫ ପାଇଁ ୱାଣ୍ଟେଡ଼ ଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.