ETV Bharat / state

ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଜଣେ ଅଟକ - khurdha

ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଯୁବକଙ୍କୁ ଅଟକ ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 10, 2019, 5:04 PM IST

ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ତାପଙ୍ଗର ଏକ କ୍ରସର ପରିସରରେ ରହୁଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏହାକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ଅଟକ ଯୁବକଙ୍କ ନାମ ଅକ୍ଷୟ ସ୍ବାଇଁ ଓ ତାଙ୍କ ଘର ଅସ୍ତରଙ୍ଗର ବିଜିପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଯୁବତୀ ଜଣକ ଏକୁଟିଆ ଘରେ ଥିଲେ । ସେହି ସମୟରେ ଅକ୍ଷୟ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ କରିଥିଲା । ଯୁବକ ଜଣକ ତାପଙ୍ଗର ଏକ କ୍ରସରରେ ଡ୍ରାଇଭର ରୂପେ କାମ କରୁଥିଲା । ଅଭିଯୁକ୍ତ ଅକ୍ଷୟକୁ ପୋଲିସ ଅଟକ ରଖି ଡ଼ାକ୍ତରୀମାଇନା ପାଇଁ ପଠାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗରେ ଏକ କ୍ରସର ପରିସରରେ ରହୁଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ କୁ ଭିତି କରି ଏହି ଘଟଣାରେ ସମ୍ପୁକ୍ତ ଯୁବକ ଅକ୍ଷୟ ସ୍ୱାଇଁଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଛି । Body:ଘଟଣାରୁ ଜଣାଯାଇଛି ଗତକାଲି ଅପରାହ୍ନରେ ଦିବ୍ୟାଙ୍ଗ ଯୁବତୀର ମା ପାଖ ଦୋକାନକୁ ଯାଇଥିବା ବେଳେ ଯୁବତୀ ଜଣକ ଏକୁଟିଆ ଘରେ ଥିଲେ ସେହି ସମୟରେ ଅକ୍ଷୟ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ କରିଥିଲା । ସମ୍ପୃକ୍ତ ଯୁବକ ଅକ୍ଷୟର ଘର ଅସ୍ତରଙ୍ଗ ଥାନା ବିଜିପୁର ଅଂଚଳରେ ହୋଇଥିବା ବେଳେ ସେ ତାପଙ୍ଗରେ ଏକ କ୍ରସରରେ ଡ୍ରାଇଭର ରୂପେ କାମ କରୁଥିଲା । Conclusion:ଅଭିଯୁକ୍ତ ଅକ୍ଷୟକୁ ପୋଲିସ ଗିରଫ କରି ଡ଼ାକ୍ତରୀ ମାଇନା ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.