ETV Bharat / state

ଏମଆରଙ୍କୁ ଦଲାଲ ସଜାଇଲା ପୋଲିସ, ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ସଙ୍ଘ

ଗତ 25 ତାରିଖରେ ହସ୍ପିଟାଲ ପରିସରରୁ ପୋଲିସ ଦଲାଲ ଦର୍ଶାଇ 3ଜଣ ଏମଆରଙ୍କୁ ଗିରଫ କରିଛି। ଯାହାକୁ ସଙ୍ଘ ପକ୍ଷରୁ ବେଆଇନ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି। ସେମାନଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ସହିତ ସମ୍ବିଧାନ ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି।

author img

By

Published : Sep 27, 2019, 10:54 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରୁ କିଛି କାର୍ଯ୍ୟରତ ମେଡିସିନ ରିପ୍ରେଜେଣ୍ଟଟେଟିଭ ମାନଙ୍କୁ ଦଲାଲ ଦର୍ଶାଇ ପୋଲିସ୍‌ ଗିରଫ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ଶୁକ୍ରବାର ଦିନ ମେଡିସିନ ରିପ୍ରେଜେଣ୍ଟଟେଟିଭ ଓ ସେଲସ ରିପ୍ରେଜେଣ୍ଟଟେଟିଭ ସଂଘ ରାଜରାସ୍ତାକୁ ଓହ୍ଲାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ 25 ତାରିଖରେ ହସ୍ପିଟାଲ ପରିସରରୁ ପୋଲିସ ଦଲାଲ ଦର୍ଶାଇ 3ଜଣ ଏମଆରଙ୍କୁ ଗିରଫ କରିଛି । ଯାହାକୁ ସଙ୍ଘ ପକ୍ଷରୁ ବେଆଇନ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି। ସେମାନଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ସହିତ ସମ୍ବିଧାନ ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି।

ଏନେଇ ୟୁନିୟନର ସମ୍ପାଦକ ସତ୍ୟବ୍ରତ ମହାପାତ୍ର ପୋଲିସର ଔଷଧ ପ୍ରତିନିଧି ମାନଙ୍କ ପ୍ରତି ଏପରି କାର୍ଯ୍ୟ ଦୁର୍ଭାଗ୍ୟଜନକ ଓ ଅପମାନିତ ଜନକ ବୋଲି କହିଛନ୍ତି। ସମ୍ବିଧାନର ଡ୍ରଗ ଆକ୍ଟ ଅନୁସାରେ ଥିବା ବ୍ୟବସ୍ଥାନୁସାରେ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ସମୟ ନିର୍ଘଣ୍ଟ କରିବାକୁ ଦାବି କରିଛନ୍ତି। ସରକାର ଏହା ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ଆନ୍ଦୋଳନରେ ଭୁବନେଶ୍ବରରେ କାର୍ଯ୍ୟକରୁଥିବା ସିଆଇଟିୟୁର ମିଳିତ ସହଯୋଗରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଶତାଧିକ ମେଡିସିନ ରିପ୍ରେଜେଣ୍ଟଟିଭ ଭାଗ ନେଇ ସରକାରଙ୍କ ଏପରି ନୀତିକୁ ବିରୋଧ କରି ଧାରଣାରେ ବସିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro: କ୍ୟାପିଟାଲ ହସ୍ପିଟାଲ ପରିସରରୁ କିଛି କାର୍ଯ୍ୟରତ ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ ମାନଙ୍କୁ ପୋଲିସ ଦଲାଲ ମିଛ ମକଦ୍ଦମାରେ ଫସାଇ ଗିରଫ କରାଯାଇଛି।ଯାହାକୁ ନେଇ ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ ଓ ସେଲସ ରିପ୍ରେଜେଣ୍ଟଟେଟିଭ ସଙ୍ଘ ରାଜରାସ୍ତାକୁ ଓଲ୍ଲହାଇଛି।

Body:ସୂଚନାଯୋଗ୍ୟ କି ଗତ 25 ତାରିଖରେ ହସ୍ପିଟାଲ ପରିସରରୁ ପୋଲିସ ଦଲାଲ ଦର୍ଶାଇ 3ଜଣ ଏମ ଆର ଙ୍କୁ ଗିରଫ କରିଛି।ଯାହାକୁ ସଙ୍ଘ ପକ୍ଷରୁ ବେଆଇନ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି।ତେଣୁ ସେମାନଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ସହିତ ସମ୍ବିଧାନ ଅନୁଯାଇ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି।ଏନେଇ ୟୁନିଅନ ର ସମ୍ପାଦକ ସତ୍ୟବ୍ରତ ମହାପାତ୍ର ପୋଲିସ ର ମେଡିକାଲ ରିପ୍ରେଜେଣ୍ଟଟେଟିଭ ମାନଙ୍କ ପ୍ରତି ଏପରି କାର୍ଯ୍ୟ ଦୁର୍ଭାଗ୍ୟଜନକ ଓ ଅପମାନିତ ଜନକ ବୋଲି କହିଛନ୍ତି।ସମ୍ବିଧାନର ଡ୍ରଗ ଆକ୍ଟ ଅନୁସାରେ ଥିବା ବ୍ୟବସ୍ଥା ଅନୁସାରେ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ସମୟ ନିର୍ଘଣ୍ଟ କରିବାକୁ ଦାବି କରିଛନ୍ତି।ସରକାର ଏହା ନ କଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଆଜିର ଏହି ଆନ୍ଦୋଳନ ରେ ଭୁବନେଶ୍ୱର ରେ କାର୍ଯ୍ୟକରୁଥିବା ସିଆଇଟିୟୁ ର ମିଳିତ ସହଯୋଗରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ
ଆୟୋଜିତ ଏହି ସମାବେଶ ରେ ଶତାଧିକ ମେଡ଼ିସିନ ରିପ୍ରେଜେଣ୍ଟଟିଭ ଭାଗ ନେଇ ସରକାରଙ୍କ ଏପରି ନୀତିକୁ ବିରୋଧ କରି ଧାରଣାରେ ବସିଥିଲେ।
ବାଇଟ-ଓସୃ ସମ୍ପାଦକ-ସତ୍ୟବ୍ରତ ମହାପାତ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.