ETV Bharat / state

ସାହା ହେଲେନି ସରକାର, ଜୀବନ ଯୁଦ୍ଧରେ ହାରିଗଲେ କୈଳାସ

author img

By

Published : Nov 16, 2020, 6:42 PM IST

ସମାନକୁ ଆସିଲା ସରକାରଙ୍କ ଆଉ ଏକ ଅପାରଗତା । ବାରମ୍ବାର ଖବର ପ୍ରସାରଣ ପରେ ବି କୈଳାସଙ୍କୁ ମିଳିଲାନି ସରକାରୀ ସହୟତା । ଫଳରେ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ କୈଳାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

ସାହା ହେଲେନି ସରକାର: ଜୀବନ ଯୁଦ୍ଧରେ ହାରିଗଲେ କୈଳାସ

ଖୋର୍ଦ୍ଧା: ଚିକିତ୍ସା ଅଭାବରୁ ଜୀବନ ଯୁଦ୍ଧରେ ହାରିଗଲେ କୈଳାସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଡକ ପଞ୍ଚାୟତ ସାନକଡବ ଗ୍ରାମର କୈଳାସ ଦଳାଇ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହେବା ପରେ ଅର୍ଥ ଅଭାବରୁ କିପରି ତାଙ୍କ ଚିକିତ୍ସା ହୋଇପାରୁନି ସେ ସମ୍ପର୍କିତ ଖବର ପ୍ରକାଶିତ ହୋଇଥିଲା । ହେଲେ ନା କୌଣସି ସରକାରୀ ସହୟତା ମିଳିନଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରାକଶ କରିଛନ୍ତି । ସେପଟେ ତାଙ୍କର ପରିବାରକୁ ସହାୟତା ସମସ୍ତ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.