ETV Bharat / state

ବିଦେଶୀ ମଦ ସହ ଦୁଇ ବ୍ୟବସାୟୀ ଗିରଫ - two accused arrested in khurdha

କୋରୋନା ମହାମାରୀକୁ ରୋକିବା ପାଇଁ ମଦ ବିକ୍ରି ଉପରେ ଲାଗିଛି କଟକଣା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟବରଡି ଗ୍ରାମରେ କୁହୁଡି ଫାଣ୍ଡି ପୋଲିସ ଚଢାଉ କରି ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ୨ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବିଦେଶୀ ମଦ ସହ ଦୁଇ ବ୍ୟବସାୟୀ ଗିରଫ
ବିଦେଶୀ ମଦ ସହ ଦୁଇ ବ୍ୟବସାୟୀ ଗିରଫ
author img

By

Published : Aug 28, 2020, 8:02 PM IST

ଖୋର୍ଦ୍ଧା: କୋରୋନା ମହାମାରୀକୁ ରୋକିବା ପାଇଁ ମଦ ବିକ୍ରି ଉପରେ ଲାଗିଛି କଟକଣା । ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ପୋଲିସ ୨ ଚୋରା ମଦ ବେପାରୀକୁ ଗିରଫ କରିବା ସହ ୩ ପେଟି ଚୋରା ବିଦେଶୀ ଓ ଦେଶୀ ମଦ ଜବତ କରିଛି ।

ବିଦେଶୀ ମଦ ସହ ଦୁଇ ବ୍ୟବସାୟୀ ଗିରଫ
ବିଦେଶୀ ମଦ ସହ ଦୁଇ ବ୍ୟବସାୟୀ ଗିରଫ
ବିଦେଶୀ ମଦ ସହ ଦୁଇ ବ୍ୟବସାୟୀ ଗିରଫ

ଅନଲାଇନ୍ ମଦ ବିକ୍ରି ଠାରୁ ଆରମ୍ଭ କରି ନିର୍ଦ୍ଧିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ଖୋଲା ରହୁଛି ମଦ ଦୋକାନ । କିନ୍ତୁ ଏହାର ଫାଇଦା ନେଉଛନ୍ତି ଚୋରା ମଦ ବ୍ୟବସାୟୀ । ପୋଲିସକୁ ଖାତିର ନକରି ଚୋରା ମଦ ବେପାରକୁ ଚାଲୁ ରଖୁଛନ୍ତି ଚୋରା ମଦ ବେପାରୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟବରଡି ଗ୍ରାମରେ କୁହୁଡି ଫାଣ୍ଡି ପୋଲିସ ଚଢାଉ କରି ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ୨ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ହାଟବରଡି ଗ୍ରାମର ଉଦ୍ଧବ ପରିଡା ଓ ସୁମନ୍ତ ସାହୁ । ସେମାନଙ୍କ ନିକଟରୁ ୧୫ ଲିଟର ଚୋରା ବିଦେଶୀ ଓ ୬ ଲିଟର ଚୋରା ଦେଶୀ ମଦ ଜବତ କରିଛି ଫାଣ୍ଡି ପୋଲିସ । ଗିରଫ 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.