ETV Bharat / state

ବୋଲଗଡ ଜଙ୍ଗଲରେ କଲରାପତରିଆ ବାଘ, 4 ଦିନରେ ମାରିଲାଣି 3 ଗାଈ - ବୋଲଗଡ ବନବିଭାଗ

ଖୋର୍ଦ୍ଧା ଜିଲ୍ଲା ମୁଣ୍ଡିଆପଡା ନାଗାପଲ୍ଳୀ ରିଜର୍ଭ ଜଙ୍ଗଲରେ କଲରାପତରିଆ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି । ଏହା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା
author img

By

Published : Oct 18, 2019, 11:20 PM IST

ଖୋର୍ଦ୍ଧା: ବୋଲଗଡ ବନବିଭାଗ ନାଗାପଲ୍ଳୀ ରିଜର୍ଭ ଜଙ୍ଗଲରେ କଲରାପତରିଆ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି । ବୋଲଗଡ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ମୁଣ୍ଡିଆପଡା ନାଗାପଲ୍ଳୀ ରିଜର୍ଭ ଜଙ୍ଗଲରୁ ବନବିଭାଗ ପକ୍ଷରୁ ବାଘ ପାଦଚିହ୍ନ ଠାବ କରାଯାଇଛି । ସୂଚନା ଅନୁଯାୟୀ ରିଜର୍ଭ ଜଙ୍ଗଲରେ ଗତ ୪ ଦିନ ମଧ୍ୟରେ ପାଟବନ୍ଧ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ୩ଟି ଗାଈ ମାରିଥିବା ଜଣାପଡିଛି । ଆଜି ବୋଲଗଡ ବନବିଭାଗ ତରଫରୁ ଯାଞ୍ଚ କରି ମୁଣ୍ଡିଆପଡା ନାଗାପଲ୍ଳୀ ରିଜର୍ଭ ଜଙ୍ଗଲରୁ ବାଘର ପାଦ ଚିହ୍ନ ଚିହ୍ନଟ କରାଯାଇଛି । ବୋଲଗଡ ବନପାଳ କଲରାପତରିଆ ବାଘର ପାଦ ଚିହ୍ନ ବୋଲି କହିଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ମୁଣ୍ଡିଆପଡା ନାଗାପଲ୍ଳୀ ରିଜର୍ଭ ଜଂଗଲରୁ ବନବିଭାଗ ପକ୍ଷରୁ ବାଘର ପାଦଚିହ୍ନ ଠାବ

Body:ଖୋର୍ଦ୍ଧା : ବୋଲଗଡ ବନବିଭାଗ ନାଗାପଲ୍ଳୀ ରିଜର୍ଭ ଜଂଗଲରେ କଲରାପତରିଆ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ସୂଚନା ଥାଉକି ଉକ୍ତ ଜଂଗଲରେ ଗତ ୪ ଦିନ ମଧ୍ୟରେ ପାଟବନ୍ଧ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ୩ଟି ଗାଈ ମାରିଥିବା ଜଣାପଡିଥିଲା । ଆଜି ବୋଲଗଡ ବନବିଭାଗ ତରଫରୁ ଯାଞ୍ଚ କରି ମୁଣ୍ଡିଆପଡା ନାଗାପଲ୍ଳୀ ରିଜର୍ଭ ଜଂଗଲରୁ ବାଘର ପାଦ ଚିହ୍ନ ଚିହ୍ନଟ କରଯାଇଛି ବୋଲି ବୋଲଗଡ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ କହିବା ସହ ଏହା କଲରାପତରିଆ ବାଘର ପାଦ ଚିହ୍ନ ବୋଲି କହିଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
Conclusion:
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.