ETV Bharat / state

ଭଲ ବର ପାଇଁ ଚାନ୍ଦ ପୂଜିଲେ କୁମାରୀ - odisha festival

କୁମାରୀଙ୍କ ପାଇଁ ଦିନଟିଏ । ଆଜି ପବିତ୍ର କୁମାର ପୂର୍ଣ୍ଣିମା । ସନ୍ଧ୍ୟାରେ ଝିଅମାନେ ସଜବାଜ ହୋଇ ନୂତନ ବସ୍ତ୍ର ପରିଧାନ କରି ରୂପାଥାଳି ପରି ଝଲସୁଥିବା ଚାନ୍ଦର ପୂଜା କରିଛନ୍ତି । ଭଲ ବର ପାଇଁ ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳନ କରିଥାନ୍ତି ଓଡିଆ ଝିଅମାନେ ।

kumar purniam
author img

By

Published : Oct 13, 2019, 9:19 PM IST

Updated : Oct 13, 2019, 11:57 PM IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ସହ ଗଜଲଷ୍ମୀ ପୂଜା । ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ । ରାଜଧାନୀ ବି ବେଶ ଚଳଚଞ୍ଚଳ । ସକାଳୁ ସୂର୍ଯ୍ୟଙ୍କୁ ପୂଜା କରବା ସହ ରାତିରେ ଚାନ୍ଦକୁ ପୂଜା କରିଛନ୍ତି କୁମାରୀମାନେ । ଭଲ ବର ସହ ଭଲ ପରିବାର ପାଇଁ କୁମାରୀମାନେ ଆଜିର ଦିନରେ ପୂଜା ଅର୍ଚ୍ଚନା କରିଛନ୍ତି ।

କୁମାରୀଗଣଙ୍କ ଚାନ୍ଦ ପୂଜା
celebration
ଭଲ ବର ପାଇଁ କୁମାରୀଙ୍କ ଚାନ୍ଦ ପୂଜା

କିମ୍ବଦନ୍ତୀ ଅନୁସାରେ କେବଳ ଆଜିର ଦିନରେ ଚନ୍ଦ୍ରମା ଷୋହଳ କଳାରେ ପରିପୂର୍ଣ୍ଣ ଥାନ୍ତି । ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପୂଜା କରାଯାଇଥାଏ । ଏହା ସହ ଆଜି ରାତିରୁ ମା ଗଜଲଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଏ ।

kumar
କୁନି ଝିଅର ଚାନ୍ଦ ପୂଜା
kumar
କୁମାର ପୂର୍ଣ୍ଣିମାରେ ସଜେଇ ହେଲେ କୁଆଁରୀ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ନୂଆଁରୀ କଲେ ଚାନ୍ଦ ଦର୍ଶନ, ଖାଇ ଚୁଡା ରେ ପ୍ରସ୍ତୁତ କଲର ଚାନ୍ଦ ,

ଆଜି ହେଉଛି ପବିତ୍ର କୁଆଁର ପୂର୍ଣ୍ଣିମା ସହ ଗଜଲଷ୍ମୀ ପୂଜା। ଗାଁ ଠାରୁ ସହର ସବୁ ଉସବ ମୁଖର। ରାଜଧାନୀ ବି ବେଶ ଚଳଚଞ୍ଚଳ। ସାକାଳୁ ସୂର୍ଯ୍ୟ ଙ୍କୁ ପୂଜା କରବା ସହ ରାତି ରେ ଚାନ୍ଦ କୁ ପୂଜା କରୁଛନ୍ତି କୁଆରୀ ମାନେ। ଭଲ ବର ସହ ଭଲ ପରିବାର ପାଇଁ କୁଆରୀ ମାନେ ଆଜି ର ଦିନ ରେ ପୂଜା ଅର୍ଚ୍ଚିନା କରୁଛନ୍ତି।
ପୁରଣା କିମ୍ବଦନ୍ତୀ ଅନୁସାରେ କେବଳ ଆଜି ଦିନ ରେ ଚନ୍ଦ୍ରମା ଷୋହ କଳାରେ ପରିପୂର୍ଣ୍ଣ ଥାଆନ୍ତି । ପ୍ରତିବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥି ରେ କୁଆଁର ପୂର୍ଣ୍ଣିମା ପୂଜା କରାଯାଇଥାଏ। ଏହା ସହ ଆଜି ରାତି ରୁ ମା ଗଜଲଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଏ।

Body:ନୂଆଁରୀ କଲେ ଚାନ୍ଦ ଦର୍ଶନ, ଖାଇ ଚୁଡା ରେ ପ୍ରସ୍ତୁତ କଲର ଚାନ୍ଦ ,

ଆଜି ହେଉଛି ପବିତ୍ର କୁଆଁର ପୂର୍ଣ୍ଣିମା ସହ ଗଜଲଷ୍ମୀ ପୂଜା। ଗାଁ ଠାରୁ ସହର ସବୁ ଉସବ ମୁଖର। ରାଜଧାନୀ ବି ବେଶ ଚଳଚଞ୍ଚଳ। ସାକାଳୁ ସୂର୍ଯ୍ୟ ଙ୍କୁ ପୂଜା କରବା ସହ ରାତି ରେ ଚାନ୍ଦ କୁ ପୂଜା କରୁଛନ୍ତି କୁଆରୀ ମାନେ। ଭଲ ବର ସହ ଭଲ ପରିବାର ପାଇଁ କୁଆରୀ ମାନେ ଆଜି ର ଦିନ ରେ ପୂଜା ଅର୍ଚ୍ଚିନା କରୁଛନ୍ତି।
ପୁରଣା କିମ୍ବଦନ୍ତୀ ଅନୁସାରେ କେବଳ ଆଜି ଦିନ ରେ ଚନ୍ଦ୍ରମା ଷୋହ କଳାରେ ପରିପୂର୍ଣ୍ଣ ଥାଆନ୍ତି । ପ୍ରତିବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥି ରେ କୁଆଁର ପୂର୍ଣ୍ଣିମା ପୂଜା କରାଯାଇଥାଏ। ଏହା ସହ ଆଜି ରାତି ରୁ ମା ଗଜଲଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଏ।

Conclusion:
Last Updated : Oct 13, 2019, 11:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.