ETV Bharat / state

ମିଲରର ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ - khurda pangasingh

ମଣ୍ଡି ଅବ୍ୟବସ୍ଥା ପାଇଁ ହନ୍ତସନ୍ତ ଚାଷୀ । ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ସେବା ସମବାୟ ସମିତିରେ ଧାନ ଉଠୁନଥିବାରୁ ଚାଷୀଙ୍କ ଚିନ୍ତା ବଢିଛି । ଶୀତ କାକାରରେ ପଡି ନିଜ ଧାନକୁ ଜଗି ରହୁଛନ୍ତି । ଅଧିକ ପଢନ୍ତୁ...

ମିଲରର ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ
ମିଲରର ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ
author img

By

Published : Jan 1, 2021, 10:09 AM IST

ଖୋର୍ଦ୍ଧା: ମଣ୍ଡି ଖୋଲିଲା ହେଲେ ଉଠୁନି ଚାଷୀର କଷ୍ଟ ଅର୍ଜିତ ଧାନ । ଏଭଳି ସମସ୍ୟା ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି । ସମିତିର ଗୋଦାମ ଗୃହ ନଥିବା କାରଣରୁ ହଜାର ହଜାର କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡି ରହିଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଦେଖାଦେଇଛି ।

ମିଲରର ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ

ସେପଟେ, ମିଲରର ମନମାନି ପାଇଁ ଚାଷୀ ରାତି ଅନିଦ୍ରା ହୋଇ ଶୀତ କାକରରେ ପଡି ରହି ନିଜ ଧାନକୁ ଜଗି ରହିଛି । ଅପରପକ୍ଷେ, ସମବାୟ ଅଧିକାରୀ କହିଛନ୍ତି ସମସ୍ୟାର ସମାଧାନ କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.