ETV Bharat / state

ଖୋର୍ଦ୍ଧାରେ ଖୋଲିଲା ମଣ୍ଡି, ବଢ଼ିଲା ଚାଷୀ ଦୁର୍ଦ୍ଦଶା

author img

By

Published : Jan 9, 2020, 2:32 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସେବା ସମବାୟ ସମିତିରେ ମଣ୍ଡି ସମସ୍ୟା । ଚାଷୀମାନେ ମଣ୍ଡି ପରିବର୍ତ୍ତେ ଧାନ ମିଲକୁ ଟଙ୍କା ଖର୍ଚ୍ଚ କରି ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ଆସିଛି । ଏହାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ ବୋଲି ଧମକ ଦିଆଯାଇଛି ।

ଖୋର୍ଦ୍ଧାରେ ଖୋଲିଲା ମଣ୍ଡି, ବଢ଼ିଲା ଚାଷୀ ଦୁର୍ଦ୍ଦଶା
ଖୋର୍ଦ୍ଧାରେ ଖୋଲିଲା ମଣ୍ଡି, ବଢ଼ିଲା ଚାଷୀ ଦୁର୍ଦ୍ଦଶା

ଖୋର୍ଦ୍ଧା: ଜିଲ୍ଲାରେ ଖୋଲିଲା ମଣ୍ଡି କିନ୍ତୁ କମିଲାନି ମିଲରର ମନମାନୀ । ମିଲରର କଥା ଅନୁସାରେ ଗରିବ ଚାଷୀଟିଏ ମଣ୍ଡି ପରିବର୍ତ୍ତେ ଧାନ ମିଲକୁ ଟଙ୍କା ଖର୍ଚ୍ଚ କରି ନିଜ କଷ୍ଟ ଅର୍ଜିତ ଫସଲ ଦେବାକୁ ବାଧ୍ୟ ହେଉଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସେବା ସମବାୟ ସମିତିରେ ।

ସମିତିରେ ଚଳିତ ବର୍ଷ ମୋଟ 287 ଜଣ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବାବେଳେ ସମିତି ସମ୍ପାଦକ ଚାଷୀଙ୍କୁ ସମିତି ପରିବର୍ତ୍ତେ ମିଲର ନିକଟରେ ଧାନ ଦେବାକୁ କହୁଥିବା ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡିରୁ ଧାନ ସିଧାସଳଖ ମିଲର ଉଠାଉନଥିବାରୁ ଚାଷୀ ଖର୍ଚ୍ଚାନ୍ତ ହୋଇ ମିଲର ନିକଟରେ ଧାନ ଦେବାକୁ ବାଧ୍ୟ ହେଉଛନ୍ତି ।

ଏହାର ଖୁବ ଶୀଘ୍ର ସମାଧାନ କରାନଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ଏପରି ହେବାକଥା ନୁଁହ ଆମେ ଏହାର ତଦନ୍ତ କରିବୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋଲିଲା ମଣ୍ଡି ବଢ଼ିଲା ଦୁର୍ଦଶା

Body:ଖୋର୍ଦ୍ଧା : ଖୋଲିଲା ମଣ୍ଡି କିନ୍ତୁ କମିଲାନି ମିଲରର ମନମାନି । ମିଲରର କଥା ଅନୁସାରେ ଗରିବ ଚାଷୀଟିଏ ମଣ୍ଡି ପରିବର୍ତେ ଧାନ ମିଲକୁ ଟଙ୍କା ଖର୍ଚ୍ଚ କରି ନିଜ କଷ୍ଟ ଅର୍ଜିତ ଫସଲ ଦେବାକୁ ବାଧ୍ୟ ହେଉଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ସେବା ସମବାୟ ସମିତିରେ । ସମିତିରେ ଚଳିତ ବର୍ଷ ମୋଟ 287 ଜଣ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ ସମିତି ସମ୍ପାଦକ ଚାଷୀଙ୍କୁ ସମିତି ପରିବର୍ତେ ମିଲର ନିକଟରେ ଧାନ ଦେବାକୁ କହୁଥିବା ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡିରୁ ଧାନ ସିଧାସଳଖ ମିଲର ଉଠାଉନଥିବାରୁ ଚାଷୀ ଖର୍ଚ୍ଚାନ୍ତ ହୋଇ ମିଲର ନିକଟରେ ଧାନ ଦେବାକୁ ବାଧ୍ୟ ହେଉଛି । ଏହାର ଖୁବ ଶୀଘ୍ର ସମାଧାନ କରାନଗଲେ ଚାଷୀମାନେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି । ସେପଟେ ଜିଲା ଯୋଗାଣ ଅଧିକାରୀ ଏପରି ହେବକଥା ନୁଁହ ଆମେ ଏହାର ତଦନ୍ତ କରିବୁ ।

Conclusion:ବାଇଟ1-ସିକୁ ମହାପାତ୍ର,ଚାଷୀ
2-ରବୀନ୍ଦ୍ର ବେହେରା,ଜିଲା ଯୋଗାଣ ଅଧିକାରୀ, ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.