ETV Bharat / state

ଦଶହରାରେ ଉତ୍ସବମୁଖର ଖୋର୍ଦ୍ଧା, ଜମୁଛି ଗହଳି

ଖୋର୍ଦ୍ଧା ସହରରେ ମୋଟ 11ଟି ପେଣ୍ଡାଲରେ ପୂଜା ହେଉଥିବାବେଳେ 7ଟି ପେଣ୍ଡାଲରେ ମା' ପୂଜା ପାଉଛନ୍ତି । ସେହିପରି 4ଟି ପେଣ୍ଡାଲରେ ଶିବ ପାର୍ବତୀ ପୂଜା ପାଉଛନ୍ତି । ପେଣ୍ଡାଲ ନିକଟରେ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।

durga puja
author img

By

Published : Oct 6, 2019, 11:35 PM IST

ଖୋର୍ଦ୍ଧା: ଅପେକ୍ଷାର ଘଟିଛି ଅନ୍ତ । ଧରାବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା' ଦୁର୍ଗା । ମା'ଙ୍କ ଆଗମନରେ ଖୋର୍ଦ୍ଧା ସହରରେ ମଧ୍ୟ ବେଶ୍‌ ଧୁମଧାମରେ ମା'ଙ୍କ ପୂଜା ଜାରି ରହିଛି। ସହରରେ ମୋଟ 11ଟି ପେଣ୍ଡାଲରେ ପୂଜା ହେଉଥିବା ବେଳେ 7ଟି ପେଣ୍ଡାଲରେ ମା' ପୂଜା ପାଉଛନ୍ତି । ସେହିପରି 4ଟି ପେଣ୍ଡାଲରେ ଶିବ ପାର୍ବତୀ ପୂଜା ପାଉଛନ୍ତି ।

ଖୋର୍ଦ୍ଧାରେ ଧୁମଧାମରେ ପାଳନ ହେଉଛି ମା'ଙ୍କ ପୂଜା

ପେଣ୍ଡାଲ ନିକଟରେ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିବା ପାଇଁ ଧାଇଁ ଆସୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଖୋର୍ଦ୍ଧା ସହର

Body:ଖୋର୍ଦ୍ଧା : ଅପେକ୍ଷାର ଘଟିଛି ଅନ୍ତ । ଧରବତାରଣ କରିଛନ୍ତି ମହିଷାମର୍ଦୀନୀ ମା ଦୁର୍ଗା । ମାଙ୍କ ଆଗମନରେ ପୁରଠୁ ପଲ୍ଲୀ ସବୁଆଡେ ଉତ୍ସବର ମାହୋଲ । ଖୋର୍ଦ୍ଧା ସହରରେ ମଧ୍ୟ ବେସ ଧୁମଧାମରେ ମାଙ୍କ ପୂଜା ଜାରିରହିଛି । ସହରରେ ମୋଟ 11ଟି ପେଣ୍ଡାଲରେ ପୂଜା ହେଉଥିବା ବେଳେ 7ଟି ପେଣ୍ଡାଲରେ ମା ପୂଜା ପାଉଛନ୍ତି । ସେହିପରି 4ଟି ପେଣ୍ଡାଲରେ ଶିବ ପାର୍ବତୀ ପୂଜା ପାଉଛନ୍ତି । ପେଣ୍ଡାଲ ନିକଟରେ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବା ପାଇଁ ଧାଇଁ ଆସୁଛନ୍ତି ।

Conclusion:ବାଇଟ1-ସଂଯୁକ୍ତା ସାହୁ,ସ୍ଥାନୀୟ ଲୋକ
2-ସନ୍ତୋଷ କୁମାର କର,ପୂଜକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.