ETV Bharat / state

ଭାଙ୍ଗିବ କୋରୋନା ଚେନ୍: ଲକଡାଉନକୁ ଖୋର୍ଦ୍ଧାବାସୀଙ୍କ ସ୍ବାଗତ

author img

By

Published : Jul 18, 2020, 9:32 AM IST

କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । 14 ଦିନିଆ ଲକଡାଉନ ପାଇଁ ଆଜି ଖୋର୍ଦ୍ଧା ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

ଭାଙ୍ଗିବ କୋରୋନା ଚେନ୍: ଲକଡାଉନକୁ ଖୋର୍ଦ୍ଧାବାସୀଙ୍କ ସ୍ବାଗତ
ଭାଙ୍ଗିବ କୋରୋନା ଚେନ୍: ଲକଡାଉନକୁ ଖୋର୍ଦ୍ଧାବାସୀଙ୍କ ସ୍ବାଗତ

ଖୋର୍ଦ୍ଧା: କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । ଦିନକୁ ଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରୋଟି ଜିଲ୍ଲାକୁ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଜନସାଧାରଣଙ୍କୁ ଲକଡାଉନ ମାନିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି ।

ଲକଡାଉନ ପାଇଁ ଆଜି ଖୋର୍ଦ୍ଧା ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସେହିପରି ସରକାର ନେଇଥିବା ଏହି ନିଷ୍ପତ୍ତିକୁ ଜିଲ୍ଲାବାସୀ ସମର୍ଥନ କରିଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.