ETV Bharat / state

ଶ୍ବଶୂର ଘରକୁ ଜ୍ୱାଇଁର ଗୁଳିମାଡ଼ ଘଟଣା: ତିନି ଗିରଫ

author img

By

Published : Feb 12, 2021, 9:46 PM IST

ଶ୍ବଶୂର ଘରକୁ ଜ୍ୱାଇଁର ଗୁଳିମାଡ଼ ଘଟଣା । ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

khordha firing incident,3 accused arrested
ଶଶୁର ଘରକୁ ଜ୍ୱାଇଁର ଗୁଳିମାଡ଼ ଘଟଣା: ତିନି ଗିରଫ

ଖୋର୍ଦ୍ଧା: ଶ୍ବଶୂର ଘରକୁ ଜ୍ୱାଇଁର ଗୁଳିମାଡ଼ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ 2ଟି ଦେଶୀ ପିସ୍ତଲ, 7ଟି ମୋବାଇଲ୍ ଫୋନ୍ , ଗୋଟିଏ ଇଣ୍ଡିକା କାର ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୁଚନା ଦେଇଛନ୍ତି ।

ଗୁଳିମାଡ ଘଟେଇଥିବା ଖୋର୍ଦ୍ଧା ଅଞ୍ଚଳର ରାମ ଚନ୍ଦ୍ର ଦାସ ,ବିଶ୍ବଜିତ୍ ବାରିକ ଓ ଅନନ୍ତ କୁମାର ମାଛୁଆକୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ସେହିଭଳି ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡିଛି । ତେବେ ଗତକାଲି ଗୁରୁଜଙ୍ଗ ଦେଓ୍ବାନ ସାହିରେ ଗୁଳିକାଣ୍ଡ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.