ETV Bharat / state

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, 4 ଗିରଫ

author img

By

Published : May 7, 2021, 3:51 PM IST

କିଛି ନିଶା ମାଫିଆ ଅଧିକ ରୋଜଗାର ଲକ୍ଷ୍ୟରେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ଜମାଉଥିଲେ । ଖବର ପାଇ ଚଢାଉ କରିଥିଲା ଖୋର୍ଦ୍ଧା ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ଚାରି ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଜାରି ରହିଛି ଲକଡାଉନ । ଏହି ସମୟରେ କିଛି ନିଶା ମାଫିଆ ଅଧିକ ରୋଜଗାର ଲକ୍ଷ୍ୟରେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ନିଜର ବେପାର ଜମାଉଥିବା ଖବର ପାଇଥିଲେ ଅବକାରୀ ବିଭାଗ ।

ପରେ ଖୋର୍ଦ୍ଧା ଅବକାରୀ ବିଭାଗ, ଖୋର୍ଦ୍ଧା, ହଳଦିଆ ଏବଂ ବେଗୁନିଆ ଅଞ୍ଚଳରେ ଚଢ଼ାଉ କରି 5 ହାଜର 4 ସହ ଲିଟର ପୋଚ ନଷ୍ଟ କରିବା ସହିତ 320 ଲିଟର ଦେଶୀ ମଦ, 94 ଲିଟର ବିଅର ଏବଂ 96 ଲିଟର ବିଦେଶୀ ମଦ ଜବତ କରଛି । ସେପଟେ ଏହି ଘଟଣାରେ ସଂପୃକ୍ତ ଥିବା 4ଜଣଙ୍କୁ ଗିରଫ କରିଥିବା ଖୋର୍ଦ୍ଧା ଅବକାରୀ ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.