ETV Bharat / state

ଖୋର୍ଦ୍ଧାରେ ଯୋଗଦେଲେ ନୂତନ ଜିଲ୍ଲାପାଳ

author img

By

Published : Jun 23, 2022, 12:48 PM IST

ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଅଧିକ ପଢନ୍ତୁ

NEW DISTRICT MAGISTRATE OF KHURDHA
ଖୋର୍ଦ୍ଧାରେ ଯୋଗଦେଲେ ନୂତନ ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ ଭାବେ କେ ସୁଦର୍ଶନ ଚକ୍ରବର୍ତ୍ତୀ କାର୍ଯ୍ୟରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବାର କିଛି ସମୟ ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ରୋଗୀଙ୍କ ସହ ଚିକିତ୍ସା ସଂପର୍କରେ ଆଲୋଚନା କରିଥିଲେ । କିଛି ରୋଗୀ ଚିକିତ୍ସା ଅବହେଳା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ ମଧ୍ୟ କରାଇଥିଲେ । ଜିଲ୍ଲାର ସମସ୍ତ ଲୋକ କଲ୍ୟାଣ କାର୍ଯ୍ୟକୁ ତ୍ଵରାନିତ କରିବାକୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଖୋର୍ଦ୍ଧାରେ ଯୋଗଦେଲେ ନୂତନ ଜିଲ୍ଲାପାଳ

ସେହିପରି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ମଧ୍ୟ ବୁଲି ଦେଖିଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.