ETV Bharat / state

ଜଟଣୀରେ ବସ୍ତି ଉଚ୍ଛେଦକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ - ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜଟଣୀର ବିଭିନ୍ନ ସରକାରୀ ଯାଗାରେ ଥିବା ବସ୍ତିକୁ ଆଜି ଉଚ୍ଛେଦ କରାଯାଇଛି । ଥଇଥାନ କରାନଯିବା ପର୍ଯ୍ୟନ୍ତ ବସ୍ତି ଉଚ୍ଛେଦ ବନ୍ଦ କରାଯାଉ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଦାବି । ଅଧିକ ପଢ଼ନ୍ତୁ

ଜଟଣୀରେ ଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ, ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Jun 6, 2022, 5:12 PM IST

ଖୋର୍ଦ୍ଧା: ଜଟଣୀର ବିଭିନ୍ନ ସରକାରୀ ଯାଗାରେ ଥିବା ବସ୍ତିକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଘଟଣାକୁ ନେଇ ଆଜି ବସ୍ତିବାସିନ୍ଦାଙ୍କ ପକ୍ଷରୁ ରେଳ ବିଭାଗ ଓ ରାଜ୍ଯ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏଥିସହ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି ବସ୍ତିବାସିନ୍ଦା । ଏହି ଦାବିପତ୍ର ପ୍ରଦାନ ସମୟରେ ବସ୍ତି ବାସିନ୍ଦାଙ୍କ ସମେତ ସ୍ଥାନୀୟ ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ ।

ଜଟଣୀରେ ଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ, ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯଦି ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରାନଯାଇ ବସ୍ତିକୁ ଭାଙ୍ଗି ଦିଆଯାଏ, ତେବେ ନାହିଁନଥିବା ଅସୁବିଧା ଭୋଗିବେ । ଏପରିକି ଆଗାମୀ ଦିନରେ ବର୍ଷା ଆସୁଥିବାରୁ ସେମାନେ କୁଆଡ଼େ ଯିବେ ବୋଲି ସୁର ପ୍ରଶ୍ନ କରିଛନ୍ତି । ସୂଚନା ଅନୁସାରେ ୨୫ଶହରୁ ଊର୍ଦ୍ଧ୍ବ ପରିବାର ଏହି ବସ୍ତିରେ ରୁହନ୍ତି । ତେବେ ଏମାନଙ୍କୁ ଥଇଥାନ କରାନଯିବା ପର୍ଯ୍ୟନ୍ତ, ବସ୍ତି ଉଚ୍ଛେଦକୁ ବନ୍ଦ କରାଯାଉ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.