ETV Bharat / state

ଆଠ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ

ଖୋର୍ଦ୍ଧାର ମୁକୁନ୍ଦପ୍ରସାଦ ଅଞ୍ଚଳରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଏକ କ୍ବିଣ୍ଟାଲ 60 କେଜି ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

heavy amount of ganja seize by cuttack excise department in khordha
ଆଠ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ
author img

By

Published : Feb 6, 2020, 6:46 PM IST

ଖୋର୍ଦ୍ଧା: ଆଠ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଖୋର୍ଦ୍ଧାର ମୁକୁନ୍ଦପ୍ରସାଦ ଅଞ୍ଚଳରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଏକ କ୍ବିଣ୍ଟାଲ 60 କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।

ଆଠ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ

ସୂଚନା ଅନୁସାରେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ ଏକ ଘରେ ରଖି ଭୁବନେଶ୍ବର, କଟକ,ପୁରୀ ଆଦି ଅଞ୍ଚଳକୁ ଚାଲାଣ କରୁଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 8ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ ଧୀର,ଫୁଲବାଣୀ ଜିଲ୍ଲା କେ ନୂଆଗାଁ ଥାନା ଅଞ୍ଚଳର ଯୁଧିଷ୍ଠିର ବିନ୍ଧାଣୀ ଏବଂ ନାରାୟଣ ବେହେରା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଆଠ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ : ତିନି ଗିରଫ

Body:ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଏକ କ୍ୱିଣ୍ଟାଲ 60 କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଂଚଳର ଚନ୍ଦ୍ରକାନ୍ତ ଧୀର,ଫୁଲବାଣୀ ଜିଲା କେ ନୂଆଗାଁ ଥାନା ଅଂଚଳର ଯୁଧିଷ୍ଠିର ବିନ୍ଧାଣି ଏବଂ ନାରାୟଣ ବେହେରା । ଏମାନେ ଫୁଲବାଣୀ ଅଂଚଳରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ ଏକ ଘରେ ରଖି ଭୁବନେଶ୍ୱର, କଟକ,ପୁରୀ ଆଦି ଅଞ୍ଚଳକୁ ଚାଲାଣ କରୁଥିଲେ ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 8ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.