ETV Bharat / state

ଖୋର୍ଦ୍ଧା ଜାତୀୟ ରାଜପଥରୁ ବେଆଇନ ମାଟି ବୋଝେଇ ହାଇୱା ଜବତ

ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ଚଢାଉ କରି ୧୬ନଂ ଜାତୀୟ ରାଜପଥର ଚମ୍ପାଗଡ଼ ନିକଟରୁ ୩ଟି ମାଟି ବୋଝେଇ ହାଇୱା ଜବତ କରିଛନ୍ତି । ଜବତ ଟ୍ରକ ବେଆଇନ ଭାବେ ମାଟି ବୋହୁଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 19, 2019, 7:54 PM IST

ଖୋର୍ଦ୍ଧା: ମାଟି ଚୋରା ଚାଲାଣ ଅଭିଯୋଗରେ ରଣପୁରରେ ୩ଟି ମାଟି ବୋଝେଇ ହାଇୱା ଜବତ । ୧୬ନଂ ଜାତୀୟ ରାଜପଥର ଚମ୍ପାଗଡ଼ ନିକଟରେ ଚଢାଉ କରି ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ଏହି ମାଟି ବୋଝେଇ ହାଇୱା ଜବତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଜବତ କରିବା ପରେ ଗାଡି ଗୁଡିକୁ ଚାନ୍ଦପୁର ଥାନାର ଜିମା ଦିଆଯାଇଛି । ଜବତ ଟ୍ରକ ଗୁଡିକ ଜାତୀୟ ୧୬ନଂ ରାଜପଥରେ ବେଆଇନ ଭାବେ ମାଟି ବୋହୁଥିଲେ ।

ଜବତ ଗାଡି ଗୁଡିକ ଅଗ୍ରୱାଲ ଇନଫ୍ରା ବିଲଡ଼ର ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

Intro:ରାଉରକେଲା- ରାଉରକେଲା ରେଳ ଷ୍ଟେସନ ମଡେଲ ଷ୍ଟେସନ ତଥା ରାଉରକେଲା ସହର ସ୍ମାର୍ଟ ସିଟି। କିନ୍ତୁ ଦୁର୍ଭାଗ୍ୟ ଷ୍ଟେସନ ରେ ପ୍ରିପେଡ ଆଟୋ କିମ୍ବା taxi ସେବା ସୁବିଧା ହଟାଇ ଦିଆଯାଇଛି। ଅର୍ଥାତ ନୂଆ ଲୋକ ଆସିଲେ ସେ ଠକାମି ର ଶିକାର ହେବ ସୁନିଶ୍ଚିତ। ଅର୍ଥାତ ଜିଲା ପ୍ରଶାସନ ତଥା ରେଳ ପ୍ରଶାସନ ଯୋଗୁ ରାଉରକେଲା ରେ ଯାତ୍ରୀ ଠକମି ର ଶିକାର ହେଉ ଥିବା ବେଳେ ଅସୁରକ୍ଷିତ ମଧ୍ୟ ରହୁଛନ୍ତି।

Body:ରାଉରକେଲା ରେଳ ଷ୍ଟେସନ ରେ ପ୍ରବେଶ ତଥା ବାହାରିବା ପାଇଁ ଦୁଇ ଟି ରାସ୍ତା ତିଆରି କରା ଯାଇଛି। କିନ୍ତୁ ଗୋଟିଏ ବେ ଦେଇ ଗାଡି ଆସିବ ଯିବା କରିବା ଯୋଗୁ ତଥା ଗାଡି ଏପଟେ ସେପଟେ ଠିଆ ହେଉଥିବା ରୁ ସବୁ ସମୟ ଜାମ ଲାଗି ଥାଏ ତଥା ଦୁର୍ଘଟଣା ର ସମ୍ବବନ ରହେ। ଆର ପଟେ ଷ୍ଟେସନ ର ଦ୍ଵିତୀୟ ପ୍ରବେଶ ଦ୍ୱାର ରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ସେହି ପାଇଁ ଦ୍ଵିତୀୟ ପ୍ରବେଶ ଦ୍ୱାର ଦେଇ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟ ବହୁତ କମ।

Conclusion:ଦ୍ଵିତୀୟ ପ୍ରବେଶ ଦ୍ୱାର ରେ ସ୍ଵଛ ଭାରତ ର ପ୍ରଚାର ସ୍ପଷ୍ଟ ହେଉଛି। କାଦୁଅ ମଧ୍ୟରେ ମଇସି ବୁଡି ରହୁଛନ୍ତି। ଅଧା ସହର ର ଲୋକ ମଧୁସୂଦନପଲ୍ଲୀ, ରେଳ କାଳନୀ ଦେଇ ଯିବେ ବୋଲି କଳ୍ପନା କରା ଯାଇ ଥିଲା। ରେଲ ବିଭାଗ ତଥା ରାଜ୍ୟ ସରକାର ମଧ୍ୟ ରେ ବିବାଦ ଯୋଗୁଁ ରେଳ କାଳନୀ ଅଂଚଳ ରେ ରାସ୍ତା 4 ଲେନ ହୋଇ ପାରିଲା ନାହିଁ। ସେହି ପାଇଁ ଏହି ଯୋଜନା ଫେଲ ମାରିଲା। ଲୋକଙ୍କ ଦାବି ରହିଛି ପରିସ୍ଥିତି ରେ ସୁଧାର ଆଣିବା ପାଇ। ଅନ୍ୟ ପଟେ ରେଳ ଏସପି ଏକେ ସ୍ୱାଇଁ କହିଲେ କି ଟ୍ରାଫିକ ବ୍ୟବସ୍ଥା ଠିକ କରିବା ପାଇଁ ପ୍ରୟାସ ଜାରି ରହିଛି। ତଥା ଦ୍ଵିତୀୟ ପ୍ରବେଶ ଦ୍ୱାର ର ସୁରକ୍ଷା ପାଇଁ 24 ଟି ସିସିଟିଭି ଲଗାଇବା ପ୍ରସ୍ତାବ ଦେଇଛନ୍ତି। ପୋଲିବେ ସେଠାରେ ରହିବେ ତାର ବ୍ୟବସ୍ଥା କର ଯାଉଛି।
ବାଇଟ-ନିହାର ରାୟ, ପୁର୍ବତନ ନଗରପାଳ
ବାଇଟ- ଏକେ ସ୍ୱାଇଁ, ରେଳ ଏସ ପି,ରାଉରକେଲା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.