ETV Bharat / state

ଜିଲ୍ଲା ମୁଖ୍ୟାଳୟରେ ରହିବ ସବୁ ବିଭାଗର କାର୍ଯ୍ୟାଳୟ: ଯୋଜନା ବୋର୍ଡ ଅଧ୍ୟକ୍ଷ - khurda new jojna boad office

ରାଜ୍ୟ ସରକାରଙ୍କ ଫାଇଭ-ଟି କୁ ତୃଣମୂଳ ସ୍ତରରେ ଉପଯୋଗ କରାଯିବା ସହ ଜିଲ୍ଲାରେ ଥିବା ସବୁ ବିଭାଗ ଜନସାଧାରଣଙ୍କ ପାଇଁ କାମ କରିବ । ଏଭଳି କିଛି କହି ଜିଲ୍ଲାବାସୀଙ୍କ ବିଶ୍ବାସଭାଜନ ହେବାକୁ ଚେଷ୍ଟା କରିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପ୍ରଶାନ୍ତ କୁମାର ଜଗଦେବ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 27, 2019, 10:37 PM IST

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟାଳୟରେ ରହିବ ସବୁ ବିଭାଗର କାର୍ଯ୍ୟାଳୟ । ଏହାସହ ଖୋର୍ଦ୍ଧା ହେବ ଆଦର୍ଶ ଜିଲ୍ଲା । ରାଜ୍ୟ ସରକାରଙ୍କ ଫାଇଭ-ଟି କୁ ତୃଣମୂଳ ସ୍ତରରେ ଉପଯୋଗ କରାଯିବା ସହ ଜିଲ୍ଲାରେ ଥିବା ସବୁ ବିଭାଗ ଜନସାଧାରଣଙ୍କ ପାଇଁ କାମ କରିବ । ଏଭଳି କିଛି କହି ଜିଲ୍ଲାବାସୀଙ୍କ ବିଶ୍ବାସଭାଜନ ହେବାକୁ ଚେଷ୍ଟା କରିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପ୍ରଶାନ୍ତ କୁମାର ଜଗଦେବ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସେହିପରି ଯୋଜନା ବୋର୍ଡର ଅଧକ୍ଷ ଦାୟିତ୍ବ ନେବା ପରେ ଜିଲ୍ଲା ମୁଖ୍ୟାଳୟରେ ସବୁ ବିଭାଗର କାର୍ଯ୍ୟାଳୟ ରହିବାକୁ ନେଇ ଗୁରୁତ୍ବରୋପ କରିଛନ୍ତି । ଏହାସହ ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଥିବା ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟରେ ଦାୟୀତ୍ବ ନେବା ଅବସରରେ ପ୍ରଶାନ୍ତ କୁମାର ଜଗଦେବ ସୂଚନା ଦେଇଛନ୍ତି ।

ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ,ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ସହ ଶହଶହ ସମର୍ଥକ ଏକ ବିରାଟ ଶୋଭାଯାତ୍ରାରେ ଆସିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜିଲା ମୁଖ୍ୟାଳୟରେ ରହିବ ସବୁ ବିଭାଗର କାର୍ଯ୍ୟାଳୟ : ଯୋଜନା ବୋର୍ଡ ଅଧକ୍ଷ

Body:ଖୋର୍ଦ୍ଧା : ଖୋର୍ଦ୍ଧା ହେବ ଆଦର୍ଶ ଜିଲା ଏହାସହ ପାଞ୍ଚ ଟି କୁ ତୃଣମୂଳ ସ୍ତରରେ କରାଯିବ ଉପଯୋଗ ଏବଂ ଜିଲାରେଥିବା ସବୁ ବିଭାଗ ଜନସାଧାରଣଙ୍କ ପାଇଁ କାମ କରିବ ଆଜି ଏପରିକିଛି କହି ଜିଲ୍ଲାବାସୀଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପ୍ରଶାନ୍ତ କୁମାର ଜଗଦେବ ।ସେହିପରି ଜିଲା ମୁଖ୍ୟାଳୟରେ ସବୁ ବିଭାଗର କାର୍ଯ୍ୟାଳୟ ରହିବାକୁ ନେଇ ଗୁରୁତ୍ୱାରୋପ କରିଥିଲେ । ଆଜି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଥିବା ଜିଲା ଯୋଜନା ବୋର୍ଡ କାର୍ଯ୍ୟାଳୟରେ ଦାଇତ୍ୱ ନେଇ ଏହା କହିଛନ୍ତି ସେ । ଏହି ଦାଇତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ , ଜିଲାପରିଷଦ ଅଧକ୍ଷ ପ୍ରଫୁଲ ଦଳେଇ ,ବିଜୁ ଜନତା ଦଳର ସାଂସଦ ପାର୍ଥି ଅରୁପ ପଟନାୟକଙ୍କ ସହ ଶହଶହ ସମର୍ଥକ ଏକ ବିରାଟ ଶୋଭାଯାତ୍ରାରେ ଆସିଥିଲେ ।

Conclusion:ବାଇଟ - ପ୍ରଶାନ୍ତ କୁମାର ଜଗଦେବ, ଜିଲା ଯୋଜନାବୋର୍ଡ ଅଧକ୍ଷ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.