ETV Bharat / state

ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠ ଜବତ - କାଠ ଜବତ

ଖୋର୍ଦ୍ଧାରେ ଜିଲ୍ଲା କୋଟପଲ୍ଲା ଗ୍ରାମରେ ବୋଲଗଡ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ କରାଯାଇଛି।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା
author img

By

Published : Oct 1, 2019, 8:41 PM IST

ଖୋର୍ଦ୍ଧା: ବୋଲଗଡ ବନଖଣ୍ଡ ଅନ୍ତର୍ଗତ କୋଟପଲ୍ଳା ଗ୍ରାମରେ ମଙ୍ଗଳବାର ଖୋର୍ଦ୍ଧା ଓ ବୋଲଗଡ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ସେଠାରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ କରାଯାଇଛି।

କୌଣସି ସୂତ୍ରରୁ ଚୋରାକାଠ ମହଜୁଦ ଥିବା ସମ୍ପର୍କରେ ସୂଚନା ପାଇ ଖୋର୍ଦ୍ଧା ଡିଏଫ୍‌ଓ ସୁଦୀପ୍ତ କୁମାର ନାୟକଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଛି । ବୋଲଗଡ ଫରେଷ୍ଟ ଅଫିସର ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ବରେ ୧୬ ଜଣ କର୍ମଚାରୀ ଚଢାଉ କରିଥିଲେ। ଚଢାଉ ବେଳେ ମୋଟ ୨୫ ଖଣ୍ଡ ଶାଗୁଆନ କାଠ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ବନ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ଜବତ

Body:ଖୋର୍ଦ୍ଧା ଜିଲା ବୋଲଗଡ ବନଖଣ୍ଡ ଅନ୍ତର୍ଗତ କୋଟପଲ୍ଳା ଗ୍ରାମରେ ମଙ୍ଗଳବାର ଖୋର୍ଦ୍ଧା ଓ ବୋଲଗଡ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ସେଠାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ କରାଯାଇଛି। । ଚୋରାକାଠ ମହଜୁଦ ଥିବା ସମ୍ପର୍କରେ ସୂଚନା ପାଇ ଖୋର୍ଦ୍ଧା ଡିଏଫ୍‌ଓ ସୁଦୀପ୍ତ କୁମାର ନାୟକ ଙ୍କ ନିର୍ଦ୍ଦେଶକ୍ରମେ ବୋଲଗଡ ଫରେଷ୍ଟର ଅଫିସର ପ୍ରଦୀପ ପଟ୍ଟନାୟକ ଙ୍କ ନେତୃତ୍ୱରେ ୧୬ ଜଣ କର୍ମଚାରୀ ସଦଳବଳ ଚଢାଉ କରିଥିଲେ। ଜବତ ହୋଇଥିବା ୨୫ ଖଣ୍ଡ ଶାଗୁଆନ କାଠ ଯାହାର ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି।
Conclusion:
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.