ETV Bharat / state

ଖୋର୍ଦ୍ଧାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

author img

By

Published : Jun 8, 2021, 10:57 AM IST

କୋରୋନା ଦୃଷ୍ଟିରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ଲକଡାଉନ ବଳବତ୍ତର ଥିବାବେଳେ ରାଜ୍ୟର ସମସ୍ତ ମଦ ଦୋକାନରେ ଅନଲାଇନରେ ମଦ ବିକ୍ରି ଜାରି ରହିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ବିଦେଶୀ ମଦ ଜବତ
ଖୋର୍ଦ୍ଧା ବିଦେଶୀ ମଦ ଜବତ

ଖୋର୍ଦ୍ଧା: କୋରୋନା ଦୃଷ୍ଟିରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲକଡାଉନ ବଳବତ୍ତର ଥିବାବେଳେ ରାଜ୍ୟର ସମସ୍ତ ମଦ ଦୋକାନରେ ଅନଲାଇନରେ ମଦ ବିକ୍ରି ଜାରି ରହିଛି । ମାତ୍ର ବୋଲଗଡ ଅଞ୍ଚଳରେ ମଦ ମାଫିଆମାନେ ସକ୍ରିୟ ହୋଇଛନ୍ତି ।

ଖୋର୍ଦ୍ଧା ବିଦେଶୀ ମଦ ଜବତ

ବିଶେଷ ସୂତ୍ରରୁ ଖବର ପାଇ ବୋଲଗଡ ପୋଲିସ ବୋଲଗଡ଼ ତଳସାହି ଏକ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିବା ଥାନାଧିକାରୀ ବିନୀତା ନାୟକ ସୂଚନା ଦେଇଛନ୍ତି। ସେହିପରି ମଦ ବ୍ୟବସାୟ କରୁଥିବା ସନ୍ତୋଷ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଜଣେ ଗିରଫ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ବିଭିନ୍ନ କମ୍ପାନୀର 137 ଲିଟର ବିଦେଶୀ ମଦ ଜବତ କରିଥିବା ବୋଲଗଡ଼ ଥାନା ଅଧିକାରୀ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.