ETV Bharat / state

ପ୍ରଶାସନ ପକ୍ଷରୁ ଜବରଦଖଲ ଦଖଲ ଉଚ୍ଛେଦ - ପ୍ରଶାସନ ପକ୍ଷରୁ ଜବରଦଖଲ ଦଖଲ ଉଚ୍ଛେଦ

ପ୍ରଶାସନ ପକ୍ଷରୁ ଜବରଦଖଲ ଦଖଲ ଉଚ୍ଛେଦ । 15ରୁ ଅଧିକ ଘରକୁ ଭାଙ୍ଗିଲା ଖୋର୍ଦ୍ଧା ପ୍ରଶାସନ । ଅଧିକ ପଢନ୍ତୁ...

Forced evictions by the administration in khordha
ପ୍ରଶାସନ ପକ୍ଷରୁ ଜବରଦଖଲ ଦଖଲ ଉଚ୍ଛେଦ
author img

By

Published : Dec 14, 2020, 4:08 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ପୌରପରିଷଦ ଅଞ୍ଚଳରେ ସରକାରୀ ଜବରଦଖଲ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଚେକ ଦେବା ନେଇ ପ୍ରଶାସନ ପକ୍ଷରୁ ଆଜି ( ସୋମବାର ) ଜାନକୀ ପଟ୍ଟନାୟକ ଉଦ୍ୟାନ ନିକଟରେ ସରକାରୀ ଜମିରେ ଜବରଦଖଲ ଦଖଲ କରିଥିବା 15ରୁ ଅଧିକ ଘରକୁ ଭଙ୍ଗାଯାଇଛି । ଜିସିସି ମାଧ୍ୟମରେ ଖୋର୍ଦ୍ଧା ତହସିଲଦାର ଏବଂ ତାଙ୍କର ଟିମ୍ ଜବରଦଖଲ ଉଚ୍ଛେଦ କରିଛନ୍ତି।

ପ୍ରଶାସନ ପକ୍ଷରୁ ଜବରଦଖଲ ଦଖଲ ଉଚ୍ଛେଦ

ଏହି ସ୍ଥାନ ସ୍ପୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସଂରକ୍ଷିତ ରହିଥିବାବେଳେ ଏଠାରେ ବେଆଇନ ଭାବେ ଘର ନିର୍ମାଣ କରାଯାଇଥିଲା । ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରାଯାଇଛି । ଏହିଭଳି ସହରରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଖୋର୍ଦ୍ଧା ତହସିଲଦାର କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.