ETV Bharat / state

୧୫ ବର୍ଷ ହେଲାଣି ଗାଁରୁ ବାସନ୍ଦ ୫ଟି ପରିବାର

ବୁଧବାର ଏକ ପ୍ରେସମିଟ ଜରିଆରେ ଅଭିଯୋଗ ଆଣିଛନ୍ତି 5ଟି ପରିବାର । ଅଭିଯୋଗରେ କହିଥିଲେ ଯେ ଗାଁ ଲୋକ ଆମକୁ ନିଆଁ, ପାଣି ବାସନ୍ଦ କରିଛନ୍ତି ବୋଲି l

୧୫ ବର୍ଷ ହେଲାଣି ଗାଁ ଠାରୁ ବାସନ୍ଦ ୫ଟି ପରିବାର

author img

By

Published : Oct 29, 2020, 2:17 PM IST

ଖୋର୍ଦ୍ଧା: ଜିଲ୍ଲା ବାଣପୁର ବ୍ଲକ ରାଣୀପଡ଼ା ଗାଁର 5 ଟି ପରିବାର ଦୀର୍ଘ 15 ବର୍ଷ ହେଲାଣି ଗାଁ ଝଗଡ଼ାକୁ କେନ୍ଦ୍ର କରି ଅଲଗା ହୋଇ ରହୁଛନ୍ତି l ବୁଧବାର ଏକ ପ୍ରେସମିଟ ଜରିଆରେ ଅଭିଯୋଗ ଆଣିଲେ ଏହି 5ଟି ପରିବାର l ଅଭିଯୋଗରେ କହିଥିଲେ ଯେ ଗାଁ ଲୋକ ଆମକୁ ନିଆଁ, ପାଣି ବାସନ୍ଦ କରିଛନ୍ତି ବୋଲି l

୧୫ ବର୍ଷ ହେଲାଣି ଗାଁ ଠାରୁ ବାସନ୍ଦ ୫ଟି ପରିବାର

ଏ ସଂକ୍ରାନ୍ତରେ ଗାଁ ଲୋକଙ୍କୁ ପଚରାଯାଇଥିଲା ହେଲେ ଗାଁ ଲୋକ ମତ ରଖିଥିଲେ ଆମ ଗାଁ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଇନାହିଁ, ସେମାନେ ନିଜେ ନିଜେ ଅଲଗା ହୋଇ ରହୁଛନ୍ତି l ଏ ସବୁ ଘଟଣାର ତଦନ୍ତ କରାଗଲେ ଜଣାପଡିବ ସତ କଣ l ଆଗରୁ ଏ ବାବଦରେ ତହସିଲଦାର, ପୋଲିସ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କାହିଁକି ଏହି 5ଟି ପରିବାର ଆଜି ଯାଏଁ ଗାଁ ସହିତ ମିଶିନାହାନ୍ତି ତାହା ଏବେ ପର୍ଯ୍ୟନ୍ତ ସନ୍ଦେହ ଘେରରେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.