ETV Bharat / state

ଖୋର୍ଦ୍ଧାରେ ଚାଲିଛି ଜବରଦଖଲ ଉଚ୍ଛେଦ - ପୌର ପରିଷଦ ନିର୍ବାହୀ ଅଧିକାରୀ

ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ସରକାରୀ ଜମି ଉପରେ ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 11, 2019, 7:41 PM IST

ଖୋର୍ଦ୍ଧା: ପୌର ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଜବରଦଖଲ କରିଥିବା ବିଭିନ୍ନ ବ୍ୟବସାୟୀଙ୍କ ଦୋକାନକୁ ଉଚ୍ଛେଦ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଉଚ୍ଛେଦ ପ୍ରକ୍ରିୟାରେ ଚାଲିଥିବା ସମୟରେ ଖୋର୍ଦ୍ଧା ତହସିଲଦାର, ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୌର ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ

Body:
ଖୋର୍ଦ୍ଧା : ପୌର ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଜବରଦଖଲ କରିଥିବା ବିଭିନ୍ନ ବ୍ୟବସାୟୀଙ୍କ ଦୋକାନକୁ ଉଛେଦ କରାଯାଇଛି । ଉଛେଦ ପ୍ରକ୍ରିୟାରେ ଖୋର୍ଦ୍ଧା ତହସିଲଦାର, ପୌର ପରିଷଦ ନିର୍ବାହୀ ଅଧିକାରୀଣିଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏହି ପ୍ରକ୍ରିୟା ଆଗାମି ଦିନରେ ଜାରି ରହିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକରିଣୀ କହିଛନ୍ତି ।Conclusion:ବାଇଟ - ଶ୍ୱେତପଦ୍ମା ଡି. ଶତପଥୀ ,ପୌର ପରିଷଦ ନିର୍ବାହୀ ଅଧିକରିଣୀ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.