ETV Bharat / state

ETV BHARAT IMPACT: ଶିଶୁକନ୍ୟାକୁ ଉଦ୍ଧାର କଲା ପ୍ରଶାସନ - ଶିଶୁ କନ୍ୟା

ବାଘମାରୀ ଅଞ୍ଚଳରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ ଘଟଣା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଅଧିକ ପଢନ୍ତୁ...

ଇଟିଭି ଭାରତର ମହା ପ୍ରଭାବ : ଶିଶୁକନ୍ୟାକୁ ଉଦ୍ଧାର କଲା ପ୍ରଶାସନଇଟିଭି ଭାରତର ମହା ପ୍ରଭାବ : ଶିଶୁକନ୍ୟାକୁ ଉଦ୍ଧାର କଲା ପ୍ରଶାସନ
ଇଟିଭି ଭାରତର ମହା ପ୍ରଭାବ : ଶିଶୁକନ୍ୟାକୁ ଉଦ୍ଧାର କଲା ପ୍ରଶାସନ
author img

By

Published : Oct 12, 2021, 11:45 AM IST

ଖୋର୍ଦ୍ଧା: ଖବର ବାଜିଲା, ନଜର ପଡିଲା । ଗତକାଲି ବାଘମାରୀ ଅଞ୍ଚଳରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ ସାମ୍ନାକୁ ଆସିଥିଲା । ଏନେଇ ଆମ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସନତ ମହାନ୍ତି ଶିଶୁ ବିକ୍ରି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଶିଶୁ କନ୍ୟାକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତର ମହା ପ୍ରଭାବ : ଶିଶୁକନ୍ୟାକୁ ଉଦ୍ଧାର କଲା ପ୍ରଶାସନ

ଏହା ବି ପଢନ୍ତୁ:କନ୍ୟା ଦିବସରେ ଅଲୋଡା ଶିଶୁକନ୍ୟା, ଅନ୍ୟ ହାତକୁ ଟେକିଦେଲା ଜନ୍ମ କଲା ମା’

ଏହାପରେ ଚାଇଲ୍ଡଲାଇନ, ସମନ୍ବିତ ଶିଶୁ ବିକାଶ କର୍ମଚାରୀ ଓ ବାଘମାରୀ ପୁଲିସ ମିଳିତ ଭାବେ ବାଘମାରୀସ୍ଥିତ ପାଳିତ ମା’ ଠାରୁ ୨୩ ଦିନ ଶିଶୁକନ୍ୟା ଉଦ୍ଧାର କରିଛନ୍ତି । ଶିଶୁକନ୍ୟାକୁ ବିକ୍ରି ହୋଇଥିଲା ନା’ ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହାର ତନାଘନା ପ୍ରଶାସନ ଜାରି ରଖିଛି । ତେବେ ଏ ସମ୍ପର୍କରେ ଇଟିଭି ଭାରତରେ ଆମେ ଖବର ପ୍ରସାରଣ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.