ETV Bharat / state

ସ୍କିଲ ଡେଭଲପମେଣ୍ଟ ନାଁରେ ୬୨ଲକ୍ଷ ଠକେଇ, ଜଣେ ଗିରଫ - arrest

ସ୍କିଲ ଡେଭଲପମେଣ୍ଟ ନାଁରେ ୧୫ ଏନଜିଓ ସଂସ୍ଥାଠାରୁ ୬୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 18, 2019, 8:10 PM IST

ଭୁବନେଶ୍ବର: ସ୍କିଲ ଡେଭଲପମେଣ୍ଟ ନାଁରେ ୧୫ ଏନଜିଓ ସଂସ୍ଥାଠାରୁ ୬୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । କରପୋରେଟ ସୋସିଆଲ ରିସେପସ୍‌ନର ବାହାନା ଦେଖାଇ ଏମିତି ଢଙ୍ଗରେ ଠକେଇ କରିଥିବା ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଠକ ଅଭିଯୁକ୍ତ ଜଣକ ଜଗତସିଂହପୁର କୁଜଙ୍ଗ ବାଗୋଇ ଗାଁର ସୁଧିର ସାହୁ ବୋଲି ଜଣାପଡିଛି । ଯିଏ କି ରୁଧିତପା ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ।

ତେବେ କ୍ରାଇମବ୍ରାଞ୍ଚ ନିକଟରେ ଆଦିବାସି ମହିଳା ସମିତି ନୟାଗଡର ଅଭିଯୋଗ ମୁତାବକ ଅଭିଯୁକ୍ତ ଜଣକ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ନାଁରେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଓ ଖଦି ମନ୍ତ୍ରାଳୟରୁ ଏନଆଇଇଆଇଟିର ଶାଖାର ନକଲି ଅନୁମତି ଆଣି ଆଦିବାସି ପିଲାଙ୍କୁ ବିଭିନ୍ନ ଟ୍ରେନିଂ ଦେବାର କାର୍ଯକ୍ରମ ଯୋଜନା କରିଥିଲେ ।

ଏଥିପାଇଁ ବିଭିନ୍ନ ଏନଜିଓ ସଂସ୍ଥା ଠାରୁ ସିଏସଆର ବା ସାମାଜିକ ଦାୟିତ୍ବବୋଧ ନାଁରେ ୬୨ ଲକ୍ଷ ଟଙ୍କା ଆଣି ନିଜ ପକେଟ ଗରମ କରିଥିଲେ । ହେଲେ ଏନେଇ ନା କୌଣସି ପିଲାଙ୍କୁ ଟ୍ରେନିଂ ଦେଇଥିଲେ ନା ପଇସା ବରଂ ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଯାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତରେ ଜଣାପଡିବା ପରେ ଅଭିଯୁକ୍ତକୁ ୪୨୦, ୪୦୬, ୪୬୭, ୪୭୧, ୧୨୦ବିରେ ଗିରଫ କରି କୋର୍ଟ ଚାଲାଣ କରିଛି ଅର୍ଥନୈତିକ ଅପରାଧା ଶାଖା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସ୍କିଲ ଡେଭଲମେଣ୍ଟ ନାରେ ୧୫ ଏନଜିଓ ସଂସ୍ଥା ଠାରୁ ୬୨ଲକ୍ଷ ଠକେଇBody:
ସ୍କିଲ ଡେଭଲପମେଣ୍ଟ ନାରେ ଠକେଇ। ୧୫ ଏନଜିଓ ସଂସ୍ଥାଠାରୁ ୬୨ ଲକ୍ଷରୁ ଉର୍ଧ ଟଙ୍କା ଠକେଇ। କରପୋରେଟ ସୋସିଆଲ ରେସପନ୍ସର ବାହାନା ଦେଖାଇ ଏମିତି ଢଙ୍ଗରେ ଠକେଇ କରିଥିବା ଠକକୁ ଗିରଫ କରିଛି କ୍ରାଇମବ୍ରାଂଚ ଇଓଡବ୍ଲୁ।ଠକ ଅଭିଯୁକ୍ତ ଜଣକ ହେଉଛି ସୁଧିର ସାହୁ ଘର ଜଗତସିଂହପୁର,କୁଜଙ୍ଗର ବାଗୋଇ ଗାଁ।ଯେ କି ରୁଧିତପା ଇନଷ୍ଟିଚୁ ଅଫ ଟେକନୋଲୋଜି ମାନେଜମେଣ୍ଟର ଡାଇରେକ୍ଟର। ତେବେ କ୍ରାଇମବ୍ରାଂଚ ନିକଟରେ ଆଦିବାସି ମହିଳା ସମିତି ନୟାଗଡର ଅଭିଯୋଗ ମୁତାବକ ଅଭିଯୁକ୍ତ ଜଣକ ସ୍କିଲ ଡେଭଲପମେଣ୍ଟ ନର ପ୍ରୋଗ୍ରାମ ନାରେ କେନ୍ଦ୍ର ପ୍ରଯୁକ୍ତି ବିଦ୍ଯା ମନ୍ତ୍ରାଳୟ ଓ ଖଦି ମନ୍ତ୍ରାଳୟରୁ
ନାସନାଲ ଇନଷ୍ଟିଚୁ ଅଫ ଇଲେକ୍ଟ୍ରୋନିକସ ଓ ଇନଫେରମେସନ ଟେକନୋଲୋଜି ଏନଆଇଇଆଇଟି ର ଶାଖାର ନକଲି ଅନୁମତି ଆଣି ଆଦିବାସି ପିଲାଙ୍କୁ ବିଭିନ୍ନ ଟ୍ରନିଂ ଦେବାର କାର୍ଯକ୍ରମ ଯୋଜନା କରିଥିଲେ। ଏଥିପାଇଁ ବିଭିନ୍ନ ଏନଜିଓ ସଂସ୍ଥା ଠାରୁ ସିଏସଆର ବା ସାମାଜିକ ଦାୟିତ୍ବବୋଧ ନାରେ ୬୨ ଲକ୍ଷ ଟଙ୍କା ଆଣି ନିଜ ପକେଟ ଗରମ କରିଥିଲେ। ହେଲେ ଏନେଇ ନା କୌଣସି ପିଲାଙ୍କୁ ଟ୍ରେନିଂ ଦେଇଥିଲେ ନା ପଇସା । ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଯାହାକୁ ନେଇ କ୍ରାଇମବ୍ରାଂଚ ଚତଦନ୍ତରେ ଜଣାପଡିବା ପରେ ଅଭିଯୁକ୍ତକୁ ୪୨୦,୪୦୬,୪୬୭,୪୭୧,୧୨୦ବିରେ ଗିରଫ କରି କୋର୍ଟ ଚାଲାଣ କରିଛି ଅର୍ଥନୈତିକ ଅପରାଧା ଶାଖା।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.