ETV Bharat / state

ଖୋର୍ଦ୍ଧା ମୁହାଁ ହାତୀପଲ, ଲୋକେ ଭୟଭୀତ

author img

By

Published : Oct 5, 2020, 9:24 AM IST

ସହର ମୁହାଁ ହାତୀ ପଲ । ଖୋର୍ଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଦନ୍ତା ହାତୀ ଚକ୍କର କାଟୁଥିବା ଦେଖି ଆତଙ୍କିତ ଲୋକେ । ଅଧିକ ପଢନ୍ତୁ...

Elephants roamed in Khoradha, people are panicked
ଖୋର୍ଦ୍ଧା ସହରକୁ ପଶିଲା ହାତୀ, ଲୋକେ ଆତଙ୍କିତ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଭିତରକୁ ପଶିଲେ ହାତୀ । ଦୁଇଟି ଦନ୍ତା ହାତୀ ଖୋର୍ଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଚକ୍କର କାଟୁଥିବା ଦେଖିବାକୁ ମିଳିଛି । ଚକ୍ଷୁ ବିଭାଗ ନିକଟରେ ହାତୀ ବୁଲୁଥିବାର ଦେଖି ଆତଙ୍କିତ ସମସ୍ତ ମେଡିକାଲ ଷ୍ଟାଫ ପୋଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ ।

ଖୋର୍ଦ୍ଧା ସହରକୁ ପଶିଲା ହାତୀ, ଲୋକେ ଆତଙ୍କିତ

ତେବେ ଘଟଣା ସ୍ଥଳରେ ପୋଲିସ ଷ୍ଟାଫ ଓ ବନ ବିଭାଗ ଅଧିକରୀ ପହଞ୍ଚି ହାତୀ ଘଉଡାଇବା ଅଭିଯାନ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.