ETV Bharat / state

ଖୋର୍ଦ୍ଧାରେ ହାତୀ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲେ ଘର

author img

By

Published : Jan 23, 2020, 11:31 AM IST

ଖୋର୍ଦ୍ଧାରେ ହାତୀ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ହାତୀ ଗୁଡିକ ଜନବସତି ମୁହାଁ ହୋଇ ଲୋକଙ୍କ ଘରଦ୍ବାର ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

elephant attack
ଖୋର୍ଦ୍ଧାରେ ହାତୀ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲେ ଘର

ଖୋର୍ଦ୍ଧା: ଜିଲ୍ଲାରେ ହାତୀ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ହାତୀ ଗୁଡିକ ଜନବସତି ମୁହାଁ ହୋଇ ଲୋକଙ୍କ ଘରଦ୍ବାର ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଗତରାତିରେ ବେଗୁନିଆ ବ୍ଲକ ହଳଦୀପଦା ଗାଁରେ ହାତୀ ପଶି ଆଦିବାସୀ ସାହିର ସଞ୍ଜୟ ନାୟକଙ୍କ ଘରଦ୍ବାର ଭାଙ୍ଗି ଦେଇଥିବା ଜଣାପଡିଛି।

ଏପରିକି ରୋଷେଇ ଘରର ସବୁ ଆସବାବପତ୍ର ହାତୀ ଭାଙ୍ଗି ଦେଇଥିବାରୁ ପରିବାର ଲୋକ ଉପାସରେ ରହିଛନ୍ତି। ସେହିପରି ସାହିର ଅନ୍ୟ ଲୋକମାନଙ୍କ ଘରଦ୍ବାର ଏବଂ ଫସଲ ମଧ୍ୟ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହାତୀ ଉପଦ୍ରବ

Body:ଖୋର୍ଦ୍ଧା : ଜିଲାରେ ରେ ହାତୀ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ରାତିରେ ବେଗୁନିଆ ବ୍ଲକ ହଳଦୀପଦା ଗାଁ ରେ ହାତୀ ପଶି ଆଦିବାସୀ ସାହିର ସଞ୍ଜୟ ନାୟକଙ୍କ ଘରଦ୍ୱାର ଭାଙ୍ଗି ଦେଇଛି। ଏପରିକି ରୋଷେଇ ଘରର ସବୁ ଆସବାବପତ୍ର ହାତୀ ଭାଙ୍ଗି ଦେଇଥିବାରୁ ପରିବାର ଲୋକ ଉପାସରେ ରହିଛନ୍ତି। ସେହିପରି ସାହି ର ଅନ୍ୟ ଲୋକମାନଙ୍କ ଘରଦ୍ୱାର ଏବଂ ଫସଲ ମଧ୍ୟ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଛି।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.