ETV Bharat / state

ଅସୁରକ୍ଷିତ ଗଜରାଜ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗଲା ଦନ୍ତାର ଜୀବନ - ଖୋର୍ଦ୍ଧାରେ ହାତୀ ମୃତ୍ୟୁ

ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବାରୁ ଦନ୍ତା ହାତୀର ମୃତ୍ୟୁ । ଖୋର୍ଦ୍ଧା ବନଖଣ୍ଡ ଅଧିନ ଟାଙ୍ଗୀ ରେଞ୍ଜରେ ଘଟିଛି ଏପରି ଅଘଟଣ । ଅଧିକ ପଢନ୍ତୁ

ବିଦୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ
ବିଦୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ
author img

By

Published : Jul 11, 2022, 9:08 AM IST

ଖୋର୍ଦ୍ଧା: ବିପଦରେ ଗଜରାଜ । ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦନ୍ତା ହାତୀର ଜୀବନ । ଖୋର୍ଦ୍ଧା ବନଖଣ୍ଡ ଅଧିନ ଟାଙ୍ଗୀ ରେଞ୍ଜ, ବାଲିଗାଡ଼ିଆ ଠାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବାରୁ ଏକ ହାତୀର ମୃତ୍ୟୁ ହୋଇଛି ।

ବିଦୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ନିକଟ ଜଙ୍ଗଲ ଦେଇ ଯାଉଥିବା ବେଳେ ମୁକୁଳା ପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା ଦନ୍ତା, ଫଳରେ ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ଟିମ ତଦନ୍ତ ଆରମ୍ଭ କରିଛି । ମୃତ ହାତୀ ପାଖରେ ଆଉ ଏକ ହାତୀ ମଧ୍ୟ ଜଗି ରହିଛି । ଅନେକ ସମୟରେ ହାତୀ ପଲ ଏହି ଅଞ୍ଚଳରେ ବୁଲୁଥିବା ନଜିର ରହିଛି । ରବିବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.