ETV Bharat / state

ହାତୀପଲ ନଷ୍ଟ କଲେ ଏକର ଏକର ପନିପରିବା ଫସଲ

ବେଗୁନିଆରେ ଖାଦ୍ୟ ଅନ୍ବେଷଣରେ ଗ୍ରାମରେ ପଶି ଏକର ଏକର ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଏ ନେଇ ଚାଷୀ ବ୍ୟାପକ ପରିମାଣରେ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

elephant destroy heavy amount of ignitable farms
ହାତୀପଲ ନଷ୍ଟ କଲେ ଏକର ଏକର ପନିପରିବା ଫସଲ
author img

By

Published : Mar 7, 2021, 9:13 PM IST

ଖୋର୍ଦ୍ଧା: ହାତୀ ନଷ୍ଟ କଲେ ଏକର ଏକର ଫସଲ । ବେଗୁନିଆରେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା ଦେଖାଦେଇଛି । ଗୋଟିଏ ପଟେ ଜଙ୍ଗଲ କ୍ଷୟ ଓ ଅନ୍ୟପଟେ କଂକ୍ରିଟ ଜଙ୍ଗଲ ଏହାର ମୁଖ୍ୟ କାରଣ ପାଲଟିଥିବା ପରିବେଶବିତମାନେ ମତ ଦେଇଛନ୍ତି ।

elephant destroy heavy amount of ignitable farms
ହାତୀପଲ ନଷ୍ଟ କଲେ ଏକର ଏକର ପନିପରିବା ଫସଲ

ଗତକାଲି ବିଳମ୍ବିତ ରାତିରେ ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ପଞ୍ଚାୟତର ନିଧିପୂର ଗ୍ରାମରେ ହାତୀ ପଲର ଆତଙ୍କ ଦେଖିବାକୁ ମିଳିଛି । ହାତୀ ପଲ ଗ୍ରାମରେ ପଶି ଶହ ଶହ ଏକର କାକୁଡି, ଭେଣ୍ଡି, କୋବି, ଟମାଟୋ ଆଦି ଫସଲ ନଷ୍ଟ କରିଥିବା ଚାଷୀ ସନ୍ତୋଷ ମାର୍ଥ କହିଛନ୍ତି । ସେହିପରି ଗ୍ରାମର ଶେଷଦେବ ଜୟସିଂ , ଗୋବିନ୍ଦ ନାୟକ, ସହଦେବ ମାର୍ଥା, ସୁକୁଟା ପଲେଇ, କାଳୁ ଭାରୀମଲ ଏବଂ ସୁଧାକର ମାର୍ଥା ବହୁ ପରିମାଣରେ ପନିପରିବା ଚଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.