ETV Bharat / state

ଖୋର୍ଦ୍ଧାରେ ହାତୀ ମୃତ, କାରଣ ଅସ୍ପଷ୍ଟ - ଖୋର୍ଦ୍ଧା ଖବର

ଖୋର୍ଦ୍ଧାର ମଳିପଡ଼ାରେ ହାତୀ ମୃତ । କାରଣ ଅସ୍ପଷ୍ଟ, ବନ ବିଭାଗକୁ ଦୋଷ ଦେଲେ ସ୍ଥାନୀୟ ଲୋକେ । ତଦନ୍ତ ଜାରି । ଅଧିକ ପଢନ୍ତୁ...

elephant death in khordha
ଖୋର୍ଦ୍ଧାରେ ହାତୀ ମୃତ, କାରଣ ଅସ୍ପଷ୍ଟ
author img

By

Published : Oct 9, 2020, 9:39 AM IST

ଖୋର୍ଦ୍ଧା: ମଳିପଡ଼ା ଦଲକ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ବନ ବିଭାଗର ଅବହେଳା ଯୋଗୁଁ ହାତୀ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରେ ହାତୀ ମୃତ, କାରଣ ଅସ୍ପଷ୍ଟ

ତେବେ, ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦୀର୍ଘଦିନ ଧରି ଖୋର୍ଦ୍ଧା ଉପକଣ୍ଠରେ 28ଟି ହାତୀ ଉପଦ୍ରବ କରିଆସୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.