ETV Bharat / state

ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ମେଡିକାଲ ପରିଦର୍ଶନ - ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ଖୋର୍ଦ୍ଧା ମେଡିକାଲ ଗସ୍ତ

ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ମେଡିକାଲ ଗସ୍ତ କରିଛନ୍ତି । ରୋଗୀଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିବା ସହିତ ସମସ୍ତ ବିଭାଗ ବୁଲି ଦେଖିଛନ୍ତି ।

ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ମେଡିକାଲ ପରିଦର୍ଶନ
author img

By

Published : Nov 6, 2019, 2:06 PM IST

ଖୋର୍ଦ୍ଧା: ରାଜ୍ୟର ସ୍ବାସ୍ଥ୍ୟ ବିଭାଗକୁ ନେଇ ତତ୍ପର ହୋଇଉଠିଛି 'ମୋ ସରକାର' ଯୋଜନା । ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅଚାନକ ଗସ୍ତ କରୁଛନ୍ତି 5ଟି ଟିମ । ଏହି କ୍ରମରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ମେଡିକାଲ ଗସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେଠାରେ ସମସ୍ତ ବିଭାଗ ବୁଲି ଦେଖିଛନ୍ତି ସଚିବ । ଏଥିସହିତ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ରୋଗୀ ସହ ମଧ୍ୟ ଆଲୋଚନା କରିଛନ୍ତି । ତେବେ ମେଡିକାଲରେ ସମସ୍ତ ପ୍ରକାର ମେଡିସିନ ମିଳୁଥିବା ନେଇ ଖୁସି ପ୍ରକଟ କରିଛନ୍ତି ସଚିବ । ଏଥିସହ ସେ କହିଛନ୍ତି ଏଠାରେ ଅଲ୍ଟ୍ରାସାଉଣ୍ଡର ସେବା ମିଳୁନଥିବାର ମଧ୍ୟ କହିଛନ୍ତି । ଏପରିକି ରକ୍ତ ପରୀକ୍ଷାରେ ବିଳମ୍ବ ହେଉଥିବାର ସେ ଅନୁଭବ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ମେଡିକାଲ ଗସ୍ତ

Body:ଖୋର୍ଦ୍ଧା : ରାଜ୍ୟ ସରକାରଙ୍କ 5t ଏବଂ ମୋ ସରକାର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଅଚାନକ ଗସ୍ତ କରିଛନ୍ତି ରାଜ୍ୟର ବିଭିନ୍ନ ମେଡିକାଲ ଓ ଥାନା । ଏହି କ୍ରମରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ମେଡିକାଲ ଗସ୍ତ କରି ରୋଗୀ ମାନଙ୍କୁ ଭେଟି ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଡାକ୍ତରଖାନାରେ ସବୁପ୍ରକାର ମେଡ଼ିସିନ ମିଳୁଥିବାରୁ ଖୁସି ପ୍ରକଟ କରିଥିଲେ । ରୋଗୀମାନେ ଏହି ମେଡିକାଲରେ ଅଲ୍ଟ୍ରାସାଉଣ୍ଡ ସେବା ମିଳୁନଥିବା କହିଥିବା ବେଳେ , ରକ୍ତ ପରୀକ୍ଷାରେ କିଛିଟା ବିଳମ୍ବ ହେଉଥିବା ଅନୁଭବ କରିଥିଲେ ସଚିବ ।

Conclusion:ବାଇଟ-ନିକୁଞ୍ଜ ବିହାରୀ ଧଳ,ସଚିବ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.