ETV Bharat / state

ବୌଦ୍ଧରେ ପୁଣି ତେଜିଲା ଆରଡିସି ପ୍ରସଙ୍ଗ - ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା

ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ଦାବି ନେଇ ଆନ୍ଦୋଳନର ଚେତାବନୀ ଦେଲେ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 27, 2019, 11:32 PM IST

ବୌଦ୍ଧ: ଦୀର୍ଘ ବର୍ଷର ଆରଡିସି ପ୍ରସଙ୍ଗ ଦାବି ନେଇ ବୌଦ୍ଧ ଜିଲ୍ଲାବାସୀଙ୍କ ଚରମ ନିଷ୍ପତ୍ତି । ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ଦାବି ନେଇ ଆନ୍ଦୋଳନର ଚେତାବନୀ ଦେଲେ ଜିଲ୍ଲାବାସୀ । ଏନେଇ ଜିଲ୍ଲା ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବୌଦ୍ଧ ଜିଲ୍ଲାର ପରମ୍ପରା, ଚଳଣୀ ଓ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ପଶ୍ଚିମ ଓଡିଶା ସହ ସଂଶ୍ଳିଷ୍ଟ । ଏଥିସହ ପଶ୍ଚିମ ଓଡିଶା ବିକାଶ ପରିଷଦର ମଧ୍ୟ ଅଂଶ ବିଶେଷ । ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟ ପଶ୍ଚିମ ଓଡିଶା ସହ ମେଳ ଖାଉଥିବାବେଳେ ରାଜସ୍ବ ଭୌଗୋଳିକ ମାନଚିତ୍ରରେ ଏହା ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅଧିନରେ ଆସୁଥିବା ଯୋଗୁଁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦୀର୍ଘବର୍ଷରୁ ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ପାଇଁ ଦାବି କରି ଦୁଇ ଆରଡିସିଙ୍କ ସ୍ବୀକୃତି ସତ୍ତ୍ବେ ଆଜିଯାଏଁ ତାହା କାର୍ଯ୍ୟକାରୀ ନହେବା ଯୋଗୁଁ ଜିଲ୍ଲାବାସୀ କ୍ଷୁବ୍ଧ । ୨୦୦୪ ମସିହାରୁ ଲଗାତାର ଏହି ଦାବିକୁ ନେଇ ପୁଣି ଝଡ ସୃଷ୍ଟି ହୋଇଛି । ଯଦି ଖୁବଶୀଘ୍ର ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରା ନଯାଏ, ତେବେ ତୀବ୍ର ଆନ୍ଦୋଳନ ହେବ ବୋଲି ଓକିଲ ସଂଘ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଜିଲ୍ଲାବାସୀ ଙ୍କ ଦୀର୍ଘବର୍ଷ ର ଦାବୀ କୁ ନେଇ ଆନ୍ଦୋଳନ କରିବାକୁ ଚରମ ନିଷ୍ପତ୍ତି ।
ବୌଦ୍ଧ ଜିଲ୍ଲାର ପରମ୍ପରା, ଚଳଣୀ ଓ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ପଶ୍ଚିମ ଓଡିଶା ସହ ସଂଶ୍ଳିଷ୍ଟ ।ଏଥିସହ ପଶ୍ଚିମ ଓଡିଶା ବିକାଶ ପରିଷଦର ମଧ୍ୟ ଅଂଶ ବିଶେଷ ।ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟ ପଶ୍ଚିମ ଓଡିଶା ସହ ମେଳଖାଉଥିବଖ ବେଳେ ରାଜସ୍ବ ଭୌଗଳିକ ମାନଚିତ୍ରରେ ଏହା ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅଧିନରେ ଆସୁଥିବା ଯୋଗୁଁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦୀର୍ଘ ବର୍ଷରୁ ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ପାଇଁ ଦାବୀ ତଥା ଦୁଇ ଆରଡିସି ଙ୍କ ସ୍ବୀକୃତି ସତ୍ତ୍ବେ ଆଜିଯାଏ ତାହା କାର୍ଯ୍ୟକାରୀ ନହେବା ଯୋଗୁଁ ଜିଲ୍ଲାବାସୀ କ୍ଷୁବ୍ଧ ।୨୦୦୪ ମସିହାରୁ ଲଗାତାର ଏହି ଦାବୀ କୁ ନେଇ ପୁଣି ଝଡ ସୃଷ୍ଟି ହୋଇଛି ।ଶୁକ୍ରବାର ଏସମ୍ପର୍କରେ ଜିଲ୍ଲା ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଯଦି ଅତି ଶିଘ୍ର ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରାନଯାଏ ତେବେ ତୀବ୍ର ଆନ୍ଦୋଳନ ହେବ ବୋଲି ଓକିଲ ସଂଘ ଚେତାବନୀ ଦେଇଛନ୍ତି ।

Body:ବୌଦ୍ଧ ରେ ପୁଣି ତେଜିଲା ଆରଡିସି ପ୍ରସଙ୍ଗ ।

Conclusion:ବାଇଟ-୧-ତାରେଣୀ ମହାପାତ୍ର, ସଭାପତି, ଓକିଲ ସଂଘ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.