ETV Bharat / state

ହାତୀ ଛୁଆର ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

author img

By

Published : Apr 9, 2020, 12:05 AM IST

ରଣପୁର ରେଞ୍ଜ ବେତୁଲି ସେକ୍ସନ ନିକଟସ୍ଥ ନେଳିପଡ଼ା ଗ୍ରାମ ନିକଟ ରିଜର୍ଭ ଜଙ୍ଗଲରେ ହାତୀ ଛୁଆ ମୃତ୍ୟୁ ଦେହ ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ...

od_khurda_baby elephant
ହାତୀ ଛୁଆର ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପ

ଖୋର୍ଦ୍ଧା : ରଣପୁର ବନଖଣ୍ଡରେ ଉଦ୍ଧାର ହୋଇଛି ଏକ ହାତୀ ଛୁଆ ମୃତ୍ୟୁ ଦେହ । ରଣପୁର ରେଞ୍ଜ ବେତୁଲି ସେକ୍ସନ ନିକଟସ୍ଥ ନେଳିପଡ଼ା ଗ୍ରାମ ନିକଟ ରିଜର୍ଭ ଜଙ୍ଗଲରେ ହାତୀ ଛୁଆ ମୃତ୍ୟୁ ଦେହ ମିଳିଛି ।

ରଣପୁର ରେଞ୍ଜରଙ୍କ ସୂଚନା ଅନୁଯାୟୀ, ହାତୀ ଛୁଆଟି 15 ଦିନ ତଳୁ ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ତାର ମୃତ୍ୟୁ ହୋଇଛି ତାହା ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡିବ । ମଙ୍ଗଳବାର ବନ କର୍ମଚାରୀ ପେଟ୍ରୋଲିଂ ସମୟରେ ହାତୀଟିର ମୃତ ଦେହକୁ ଠାବ କରିଥଲେ । ଖବର ପାଇ ଖୋର୍ଦ୍ଧା ଡିଏଫଓ ଓ ରଣପୁର ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ଭିଏସଙ୍କୁ ଡକାଇ ବ୍ୟବଛେଦ କରି ହାତୀକୁ ପୋତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.