ETV Bharat / state

Cyclone Jawad Update: ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ - ଜୱାଦ ଅପଡେଟ ଖୋର୍ଦ୍ଧା

ବାତ୍ୟା ଜୱାଦ(Cyclone Jawad) ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Cyclone Jawad Update: ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

author img

By

Published : Dec 4, 2021, 7:15 AM IST

ଖୋର୍ଦ୍ଧା: ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଜୱାଦ(Cyclone Jawad) । ଖୋର୍ଦ୍ଧା ଜିଲ୍ଲା ସମେତ ୪ ଜିଲ୍ଲାର ଉପକୂଳବର୍ତ୍ତି ଅଞ୍ଚଳକୁ ଏହା ବିଶେଷ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି । ଜରୁରୀ ସେବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

Cyclone Jawad Update: ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
Cyclone Jawad Update: ହେଲ୍ପଲାଇନ ନମ୍ବର ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ସତର୍କ ସୂଚନା ପର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛି ଜିଲ୍ଲା ପ୍ରଶାସନ । ସେହିଭଳି ବାତ୍ୟା ଜୱାଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ଜରୁରୀକାଳୀନ ହେଲ୍ପଲାଇନ ନମ୍ବର । ୦୬୭୫୫-୨୨୦୦୦୨ ବୋଲି ଟ୍ୱିଟ କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.