ETV Bharat / state

ବାତ୍ୟା ଅମ୍ଫାନର ପ୍ରସ୍ତୁତି, ତଟବର୍ତ୍ତୀ ଅଞ୍ଚଳରେ ପ୍ରଶାସନର ପ୍ରଚାର

author img

By

Published : May 20, 2020, 1:24 AM IST

Updated : May 20, 2020, 2:57 PM IST

ଅମ୍ଫାନକୁ ନେଇ ସଜାଗ ଚିଲିକା ବ୍ଲକ ପ୍ରଶାସନ । ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ଚିଲିକା ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଚାଲିଛି । ଅଧିକ ପଢନ୍ତୁ...

Cyclone amphan preparation by khordha district administration
ବାତ୍ୟା ଅମ୍ଫାନର ପ୍ରସ୍ତୁତି, ତଟବର୍ତ୍ତୀ ଅଞ୍ଚଳରେ ପ୍ରଶାସନର ପ୍ରଚାର

ଖୋର୍ଦ୍ଧା: ଅମ୍ଫାନକୁ ନେଇ ସଜାଗ ଚିଲିକା ବ୍ଲକ ପ୍ରଶାସନ । ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ଚିଲିକା ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଚାଲିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଚିଲିକା ଉପକୂଳବର୍ତ୍ତୀ ଗାଁ ଗୁଡିକରୁ ଲୋକଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ ।

ସେହିପରି ବାତ୍ୟା ଅମ୍ଫାନର ମୁକାବିଲା ପାଇଁ 2ଟି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ବାତ୍ୟା ଅମ୍ଫାନ ପ୍ରଭାବରେ ମଙ୍ଗଳବାର ଅପରାହ୍ନରୁ ଜିଲ୍ଲାରେ ହାଲୁକା ପବନ ଓ ବର୍ଷା ଜାରି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 20, 2020, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.