ETV Bharat / state

ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର - elephant attack

ଖୋର୍ଦ୍ଧା ଟାଙ୍ଗି ବ୍ଲକ ଲେଣ୍ଡୋ ଗ୍ରାମପଞ୍ଚାୟତ ଆସେଲିରେ ହାତୀ ଆକ୍ରମଣରେ ଜଣ ଦମ୍ପତି ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଆକ୍ରମଣରେ ବୃଦ୍ଧ ଗୁରୁତର
ଆକ୍ରମଣରେ ବୃଦ୍ଧ ଗୁରୁତର
author img

By

Published : Mar 10, 2021, 12:44 PM IST

ଖୋର୍ଦ୍ଧା: ଜିଲ୍ଲା ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତ ଆସେଲିରେ ହାତୀ ଆତଙ୍କ । ଫସଲ ଜଗିଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ଦମ୍ପତି ଗୁରୁତର ହୋଇଛନ୍ତି ।

ସୂଚନାଅନୁସାରେ, ଜିଲ୍ଲାରେ ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି । ହାତୀ କବଳରୁ ନିଜ ଫସଲକୁ ରକ୍ଷା କରିବାକୁ ଜଣେ ଦମ୍ପତି ନିଜ ବିଲରେ ମୁଗ ଫସଲକୁ ଜଗି ରହିଥିବାବେଳେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଆକ୍ରମଣରେ ଗୁରୁତର ହୋଇଥିବା ଦମ୍ପତ୍ତି ହେଲେ ବିରବର ସାହୁ ଓ ସାରାମଣୀ ସାହୁ । ସେମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଦୁଇ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି । ହାତୀପଲଙ୍କୁ ଜଙ୍ଗଲକୁ ତଡିବାରେ ବିଫଳ ହୋଇଛି ବନବିଭାଗ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.