ETV Bharat / state

କୋରୋନା ଛଡେଇ ନେଇଛି ରୋଜଗାର, ସହାୟତା ପାଇଁ ନିବେଦନ - lockdown

କୋରୋନା କାରଣରୁ ଦିର୍ଘ 2 ମାସରୁ ଉର୍ଦ୍ଦ୍ବ ହେବ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ଏପରି ପକ୍ଷେ । ହାତ ବାନ୍ଧି ବସିଛନ୍ତି ସମସ୍ତ କାରିଗର ଆଉ ବନ୍ଦ ରହିଛ ଟେଣ୍ଟ ହାଉସ । ଅଧିକ ପଢନ୍ତୁ...

କୋରୋନା ଛଡେଇ ନେଇଛି ରୋଜଗାର, ସହାୟତା ପାଇଁ ନିବେଦନ

author img

By

Published : Jun 4, 2020, 2:01 PM IST

ଖୋର୍ଦ୍ଧା: କୋରୋନା ମହାମାରୀ ଲୋକଙ୍କ ଜୀବନଜୀବିକା ପ୍ରଭାବ ପକାଇଛି । ବାଣିଜ୍ୟ ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଛି । ଏଥିରୁ ବାଦ ପଡିନି ଟେଣ୍ଟ ହାଉସ । କୋରୋନା କଟକଣା ଯୋଗୁଁ ପ୍ରାୟ ୩ ମାସ ଧରି ଟେଣ୍ଟ ହାଉସ ବ୍ୟବସାୟୀ ଏବଂ କର୍ମଚାରୀ ମାନେ ରୋଜଗାର ହରାଇଛନ୍ତି ।

କୋରୋନା ଛଡେଇ ନେଇଛି ରୋଜଗାର, ସହାୟତା ପାଇଁ ନିବେଦନ

ଖୋର୍ଦ୍ଧା ଜିଲ୍ଲାରେ ବହୁ ଲୋକ ଭଲ ବ୍ୟବସାୟ ଲକ୍ଷ ରହି ଲକ୍ଷାଧିକ ଟଙ୍କା ବିନିଯୋଗ କରି ଟେଣ୍ଟ ହାଉସ ଓ ଡିଜେ ସାଉଣ୍ଡ କରି ବହୁ ବେରୋଜଗାର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଥିଲେ । କିନ୍ତୁ କୋରୋନା ପାଇଁ ପୂଜା ପାର୍ବଣ, ବିବାହ, ବ୍ରତ ଓ ଅନ୍ୟ କର୍ଯ୍ୟା ମାନ ବନ୍ଦ ହେବାରୁ ବ୍ୟବସାୟୀ ଏବଂ କର୍ମଚାରୀଙ୍କ ରୋଜଗାର ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି । ସେମାନଙ୍କର ପରିବାର ଏବେ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ସରକାର ସେମାନଙ୍କୁ ସହଯୋଗ କରିବାକୁ ସେମାନେ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.