ETV Bharat / state

ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ

ଖୋର୍ଦ୍ଧାରେ ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କମ୍ପ୍ୟୁଟର ଶିକ୍ଷକ ସଂଘ । ଅଧିକ ପଢନ୍ତୁ...

author img

By

Published : Jun 28, 2021, 8:26 PM IST

ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନରେ କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ

ଖୋର୍ଦ୍ଧା: ରାଜ୍ୟ ସରକାର ଛଟେଇ କରିଥିବା 4 ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାରେ । ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଖୋର୍ଦ୍ଧା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ସଦସ୍ୟମାନେ।

4 ଦଫା ଦାବିରେ ଛଟେଇ ଶିକ୍ଷକମାନେ ଏହି ମହାମାରୀ ସମୟରେ ଅନଲାଇନ ଶିକ୍ଷାକୁ ତ୍ବରାନ୍ବିତ କରିବା ପାଇଁ ପୁନଃ ନିଯୁକ୍ତି ଦାବି କରିଛନ୍ତି । ସେହିପରି ଶିକ୍ଷକଙ୍କ ନିଯୁକ୍ତିରେ ଘରୋଇକରଣ ନକରି ସରକାରୀ ସ୍ତରରେ ନିଯୁକ୍ତି ଭଳି ପ୍ରକ୍ରିୟା ଆପଣାଇବା ପାଇଁ 4 ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ସଂଘ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.