ETV Bharat / state

ଦୃଷ୍ଟିହୀନ ଯୁବକକୁ ସାହାଯ୍ୟ, ସାବସି ଦେଲେ କମିଶନର

ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ରାସ୍ତା କଡେଇ ନେଉଥିଲେ କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ସମ୍ବର୍ଦ୍ଧନା କରିଛନ୍ତି କମିଶନର ।

author img

By

Published : Feb 9, 2019, 1:04 AM IST

ଚନ୍ଦ୍ରଶେଖରପୁର ନାଲୋକ ଛକରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ଗାୟତ୍ରୀ । ଗାଡିମଟର ଓ ଜନଗହଳିକୁ ନିୟନ୍ତ୍ରଣ ଭିତରେ ଦେଖିବାକୁ ମିଳିଥିଲା ତାଙ୍କର ମହନୀୟତା । ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାର ହୋଇପାରୁନଥିବା ବେଳେ ରାସ୍ତା ପାର କରାଥିଲେ ଗାୟତ୍ରୀ । ଏହା ପରେ ସେହି ଯୁବକ ଜଣକୁ ଏକ ଅଟୋ ରିକ୍ସାରେ ବସାଇଥିଲେ । ଆଉ ଠିକ ଏହି ସମୟରେ କେହି ଜଣେ ଘଟଣାକୁ ସମୂର୍ଣ୍ଣ ରୂପେ ରେକର୍ଡ କରିଥିଲେ ।

ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଦେଖିବାକୁ ମିଳିଥିଲା ସୋସିଆଲ ମିଡିଆରେ । ଏପରି ଜଣେ ମହିଳା ଟ୍ରାଫିକ କନେଷ୍ଟବଳଙ୍କର ମାନବିକତା ତାକୁ ଦେଖି ସମସ୍ତଙ୍କର ପ୍ରିୟ ପାଲଟିଥିଲେ । ଏମିତିକି କମିଶନର ଶୁକ୍ରବାର ଗାୟତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ସହ ପ୍ରେରଣା ଦାୟୀ ବୋଲି କମିଶନର କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
undefined

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

ଶିକ୍ଷକଙ୍କୁ ଭଣ୍ଡେଇ ଚାଲିଛନ୍ତି ସରକାର: ଓଷ୍ଟା

ଭୁବନେଶ୍ବର: ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ । ବେଶ କିଛିଦିନର ବ୍ୟବଧାନ ପରେ ଆନ୍ଦୋଳନ ଆରମ୍ଭ କରିଛି ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) । ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ସଂଘ ଅଭିଯୋଗ କରିଛି ।        

ସୂଚନାଯୋଗ୍ୟ, ବିଗତ ଦିନରେ ଶିକ୍ଷକ ସଂଗଠନଙ୍କ ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା । ଦୀର୍ଘଦିନ ଧରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ରକମ ଠପ୍ ହୋଇଯାଇଥିଲା । ଏପରିକି ବିରୋଧୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ପରେ ବାରମ୍ବାର ଚାପ ପଡି଼ବାରୁ ଶିକ୍ଷକଙ୍କ ଦାବି ଶୁଣିଥିଲେ ସରକାର ଏବଂ ବିଚାର ବିମର୍ଷ ପୂର୍ବକ ସେଗୁଡ଼ିକ କାର୍ଯ୍ୟକାରୀ କରିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହାପରେ ଆନ୍ଦୋଳନ ବନ୍ଦ ହୋଇଥିଲେହେଁ ଏବେ ପୁଣି ଥରେ ଆରମ୍ଭ ହୋଇଛି । ସରକାର ଦାବି ପୂରଣରେ ବିଫଳ ହୋଇଥିବାର ଓଷ୍ଟା ପକ୍ଷରୁ ଅଭିଯୋଗ ହୋଇଛି ।   

ମୁଖ୍ୟତଃ ପୁର୍ଣ୍ଣ ଅନୁଦାନ ପାଉଥିବା ବିଦ୍ୟାଳୟ ଗୁଡି଼କୁ ସରକାରୀ ମାନ୍ୟତା, ଶିକ୍ଷକ ଏବଂ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସ୍ଥାୟୀ ସମାଧାନ, ସପ୍ତମ ବେତନ କମିଶନ ଲାଗୁ ଓ ଅବସରକାଳୀନ ସୁବିଧା ପ୍ରଦାନ ଆଦି ଦାବି ଉପରେ ସରକାର ଯଥାଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ସଂଘ ଦାବି କରିଛି । ଏଗୁଡ଼ିକ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ପୁଣି ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.