ETV Bharat / state

ସରକାରୀ ଜମିକୁ ନେଇ ଦୁଇ ପରିବାର ମୁହାଁମୁହିଁ, ଆକ୍ରମଣ ଭିଡିଓ ଭାଇରାଲ

author img

By

Published : Jun 25, 2021, 7:06 AM IST

ସରକାରୀ ଯାଗାକୁ ଜବରଦଖଲ କରିବା ପାଇଁ ଦୁଇ ପରିବାର ଭିତରେ ବିବାଦ । ଭାଇରାଲ ହେଉଛି ରକ୍ତାକ୍ତ ସଂଘର୍ଷର ଭିଡିଓ । ଅଧିକ ପଢନ୍ତୁ...

ସରକାରୀ ଜାଗା ଜବରଦଖଲ ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ବୃଦ୍ଧଙ୍କୁ ଆକ୍ରମଣର ଭିଡ଼ିଓ ଭାଇରଲ

ଖୋର୍ଦ୍ଧା: ସରକାରୀ ଯାଗାକୁ ଜବରଦଖଲ କରିବା ପାଇଁ ଦୁଇ ପରିବାର ଭିତରେ ବିବାଦ । ବିବାଦ ଏତେ ଉଗ୍ର ରୂପ ନେଲା ଯେ ଦୁଇ ପରିବାର ଠେଙ୍ଗା ,ବାଡ଼ି,କଟୁରୀ, ଫାଉଡା ଆଦି ମାରଣାସ୍ତ୍ରରେ ଉଭୟ ଉଭୟଙ୍କୁ ଦୁଇ ପରିବାର ସଦସ୍ୟ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଏପରିକି ସଂଘର୍ଷରେ ଗୋଟିଏ ପକ୍ଷର କିଛି ଲୋକ ସଙ୍ଘବଦ୍ଧ ଭାବେ ଜଣେ ମହିଳା ଓ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରୁଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିର ରାଇମୂଳ ଗ୍ରାମରେ ।

ସରକାରୀ ଜାଗା ପାଇଁ ସବୁ ମାନବିକତା ଭୁଲି କିଛି ଯୁବକ ମିଳିତ ଭାବେ ବନ୍ଧା ହୋଇଥିବା ଏକ କୁକୁର,ବୃଦ୍ଧା ବ୍ୟକ୍ତି ସହ ମହିଳାଙ୍କୁ ନିସ୍ତୁକ ମାଡ ମାରିବା ସହ ଆକ୍ରମଣ କରୁଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସେପଟେ ଘଟଣାରେ ଦୁଇଟି ମାମଲା ରୁଜୁକରି ତଦନ୍ତ କରୁଛି ପୋଲିସ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସିକୋ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.